କାହିଁକି ‘ଭୁଲ ଭୁଲେୟା ୨’କୁ ରିଜେକ୍ଟ କରିଥିଲେ ବିଦ୍ୟା, ଜାଣନ୍ତୁ କଣ କହିଲେ ଅଭିନେତ୍ରୀ
ମୁମ୍ବାଇ: ଚଳିତବର୍ଷ ଅକ୍ଟୋବର ୩୧ ତଥା ଦୀପାବଳିରେ ମୁକ୍ତିଲାଭ କରିବାକୁ ଯାଉଛି ବହୁ ପ୍ରତୀକ୍ଷିତ କାର୍ତ୍ତିକ ଆର୍ଯ୍ୟନ, ବିଦ୍ୟା ବାଲାନ ଏବଂ ମାଧୁରୀ ଦୀକ୍ଷିତଙ୍କ ଅଭିନୀତ 'ଭୁଲ ଭୁଲେୟା ୩' । ଏବେ ସୁଦ୍ଧା ଏହାର ଟିଜର, ଟ୍ରେଲର ଏବଂ କିଛି ଗୀତ ମଧ୍ୟ ରିଲିଜ ହୋଇସାରିଲାଣି । ଚଳଚ୍ଚିତ୍ରର…