ଇରାନ ଉପରେ ଇସ୍ରାଏଲର ପାଲଟା ଆକ୍ରମଣ
ନୂଆଦିଲ୍ଲୀ: ପାଲଟା ଆକ୍ରମଣ କରିଛି ଇସ୍ରାଏଲ। ୨୫ ଦିନ ପରେ ଇରାନ୍ ଉପରେ ପ୍ରତିଶୋଧ ମୂଳକ ହମ୍ଲା କରିଛି ଇସ୍ରାଏଲ। ଅକ୍ଟୋବର ୧ ତାରିଖରେ ଇରାନ୍ କରିଥିବା ହମ୍ଲାର ଜବାବ ଦେଇଛି ଇସ୍ରାଏଲ। ଭୋରୁ ଇରାନ୍ର ସୈନ୍ୟ ଆଡ୍ଡା ଉପରେ ହୋଇଛି ବୋମା ବର୍ଷା। ୧୦୦ ଯୁଦ୍ଧ ବିମାନରେ ଏୟାର ଷ୍ଟ୍ରାଇକ୍…