ପୂରିଲା ବର୍ଷେ ହେଲେ ପଡୁନି ପୂର୍ଣ୍ଣଚ୍ଛେଦ: ଭାରି ପଡୁଛି ଇସ୍ରାଏଲ, ହାରୁନାହିଁ ହମାସ
ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ପାଲେଷ୍ଟିନୀୟ ଉଗ୍ରବାଦୀ ସଂଗଠନ ହମାସର ଆକ୍ରମଣକୁ ବର୍ଷେ ପୂରିଛି । ବର୍ଷକ ତଳେ ଇସ୍ରାଏଲ ଭିତରେ ପଶି ହମାସ ଅତର୍କିତ ଭାବେ ଭୟାବହ ଆକ୍ରମଣ କରିଥିଲା । ଆକ୍ରମଣରେ ୧୨ଶହରୁ ଅଧିକ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଆହତ ହୋଇଥିଲେ । ମହିଳା ଓ…