ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ କଲମରୁ ମା’ଙ୍କ ପାଇଁ ପଦେ……
ନୂଆଦିଲ୍ଲୀ: ପୁଣି ଜଗଦମ୍ବା ମା’ଙ୍କ ଆଗମନରେ ମାଙ୍କୁ ସମର୍ପିତ କରି ଗୀତ ଲେଖିଲେ ପ୍ରଧାନମନ୍ତ୍ରୀ ମୋଦି । ନିଜ ଏକ୍ସ ହ୍ୟାଣ୍ଡେଲରେ ସେୟାର କଲେ ମା’ ଦୁର୍ଗାଙ୍କୁ ସମର୍ପିତ ଗୀତ ‘ଆଭତିକଲାୟ’ । ତେବେ ମହାରାଷ୍ଟ୍ର ଗସ୍ତରେ ଯାଇଥିବା ବେଳେ ମୋଦି ମା ଜଗଦମ୍ବା ମନ୍ଦିରରେ ପୂଜାଅର୍ଚ୍ଚନା…