ସର୍ଜରୀ ବେଳେ ନାବାଳକଙ୍କ ପେଟରୁ ବାହାରିଲା ୫୬ ଜିନିଷ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଥରସରେ ଜଣେ ୧୫ ବର୍ଷର ବାଳକର ପେଟରୁ ୱାଚ୍ ବ୍ୟାଟେରୀ, ବ୍ଲେଡ୍, ନଖ ସମେତ ୫୬ଟି ଜିନିଷ ବାହାର କରାଯାଇଛି।
ପେଟରେ ଯନ୍ତ୍ରଣା ଏବଂ ନିଶ୍ୱାସପ୍ରଶ୍ବାସ ନେବାରେ ଅସୁବିଧା ହେବାରୁ ନବମ ଶ୍ରେଣୀରେ ପଢୁଥିବା ଏହି ବାଳକଟିର ଅସ୍ତ୍ରୋପଚାର କରାଯାଇଥିଲା। ତେବେ…