Latest Odisha News

BREAKING NEWS

୧୪ ବିଧାନସଭା ଆସନ ପାଇଁ ବଦଳିଲା ଉପନିର୍ବାଚନ ତାରିଖ

ନୂଆଦିଲ୍ଲୀ: ୧୪ ଟି ବିଧାନସଭା ଆସନ ପାଇଁ ବଦଳିଛି ଉପନିର୍ବାଚନ ତାରିଖ।  ଉତ୍ତରପ୍ରଦେଶ, ପଞ୍ଜାବ ଏବଂ କେରଳର ୧୪ ଟି ବିଧାନସଭା ଆସନ ପାଇଁ ପରିବର୍ତ୍ତନ କରାଯାଇଛି ଉପ-ନିର୍ବାଚନର ତାରିଖ। ଏହି ଆସନଗୁଡିକରେ ନଭେମ୍ବର ୧୩ ପରିବର୍ତ୍ତେ ନଭେମ୍ବର ୨୦ରେ ମତଦାନ ହେବ। ନିର୍ବାଚନ ଆୟୋଗଙ୍କ…

ରାଜ୍ୟ ସରକାରଙ୍କ ଉପରେ ଭରସା କରୁନାହାନ୍ତି ଶିଳ୍ପ ଅନୁଷ୍ଠାନ: ବିଜେଡି

ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶର ଅଙ୍କାପାଲି ଠାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଗୋଟିଏ ବୃହତ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ବୋଲି କମ୍ପାନୀ ତରଫରୁ ଘୋଷଣା ହେବା ପରେ ଓଡ଼ିଶାରେ ଏହି କମ୍ପାନୀ ଦ୍ୱାରା ପ୍ରତିଷ୍ଠା ହେବାକୁ ଥିବା ପ୍ଲାଣ୍ଟକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଆଜି…

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମେଘନାଦ ପାଚେରୀ ମରାମତି କାମ ଆରମ୍ଭ

ପୁରୀ : ସଙ୍କଟରେ ରହିଛି ମରହଟ୍ଟା ଶାସନ ଅମଳର ଐତିହ୍ୟ ମେଘନାଦ ପାଚେରୀ। ଖବର ପ୍ରସାରଣ ପରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ଆଗେଇଛି ଶ୍ରୀମନ୍ଦିର ପ୍ରଶାସନ। ଦେଢ଼ ବର୍ଷ ତଳୁ ମେଘନାଦ ପାଚେରୀରେ ବିଭିନ୍ନ ସ୍ଥାନରେ ପାଣି ଝରୁଥିବା ବେଳେ ଆନନ୍ଦ ବଜାର ଡ୍ରେନେଜର ସୁଧାର ପାଇଁ ଚିଠି କରି…

‘ବେବି ଜନ୍‌’ର ଟିଜର ଆଉଟ୍: ଫ୍ୟାନ୍ସଙ୍କୁ ଚଳିତ ବର୍ଷର ସର୍ବୋତ୍ତମ ଭେଟି

ମୁମ୍ବାଇ: ବରୁଣ ଧୱନ ଅଭିନୀତ ଆକ୍ସନ ଡ୍ରାମା ଚଳଚ୍ଚିତ୍ର ‘ବେବି ଜନ୍‌’ର ଟିଜର ସୋମବାର ରିଲିଜ୍ ହୋଇଛି। ଶାହରୁଖ ଖାନଙ୍କ ବ୍ଲକବଷ୍ଟର ଫିଲ୍ମ ‘ଯବାନ’ର ନିର୍ଦ୍ଦେଶକ ଏଟଲୀଙ୍କ ପତ୍ନୀ ପ୍ରିୟା ଏଟଲୀ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ବହନ କରିଛନ୍ତି। ପୂର୍ବରୁ ‘ବେବି ଜନ୍‌’ରୁ ବରୁଣଙ୍କ ଅନେକ…

କେଉଁଠି ଓ କେବେ ହେବ ଆଇପିଏଲ୍ ୨୦୨୫ର ମେଗା ନିଲାମ…

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ମେଗା ନିଲାମ ନଭେମ୍ବର ଶେଷ ସପ୍ତାହ ବେଳକୁ ସାଉଦିଆରବର ରିୟାଦରେ ହୋଇପାରେ। ଏହି ମେଗା ନିଲାମ ପୂର୍ବରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜ୍ ନିଜ ନିଜ ରିଟେନ ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି। ମେଗା ନିଲାମ ପୂର୍ବରୁ ମୋଟ ୪୬ ଖେଳାଳିଙ୍କୁ ରିଟେନ ରଖାଯାଇଛି |…

ମିଥୁନଙ୍କ ପୂର୍ବପତ୍ନୀ ତଥା ‘ମର୍ଦ’ ଫିଲ୍ମ ଅଭିନେତ୍ରୀ ହେଲେନା ଲ୍ୟୁକଙ୍କର ଦେହାନ୍ତ

ମୁମ୍ବାଇ: ମିଥୁନ ଚକ୍ରବର୍ତ୍ତୀଙ୍କ ପୂର୍ବତନ ପତ୍ନୀ ହେଲେନା ଲ୍ୟୁକଙ୍କର ଦେହାନ୍ତ ହୋଇଛି । ହେଲେନା ଆମେରିକାରେ ରହୁଥିଲେ । ସେ ରବିବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ଦେହାନ୍ତ ଖବର ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ କଳ୍ପନା ଅୟର୍ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।…

୪୦ ଦିନରେ ୪ଟି ବଡ ଚଳଚ୍ଚିତ୍ର: ବକ୍ସ ଅଫିସରେ କରିବ ଧମାଲ

ମୁମ୍ବାଇ: ୨୦୨୪ର ଶେଷ ଦୁଇ ମାସ ସିନେମା ପ୍ରେମୀଙ୍କ ପାଇଁ ବହୁତ ଚମତ୍କାର ହେବାକୁ ଯାଉଛି। ନଭେମ୍ବର ୨ରେ ଅଜୟ ଦେବଗାନଙ୍କ ମଲ୍ଟି ଷ୍ଟାରର ଆକ୍ସନ୍ ଥ୍ରୀଲର ସିଙ୍ଗହମ୍ ଏଗେନ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ଭୟଙ୍କର କମେଡି ଭୁଲ ଭଲୈୟା-3 ବଡ ପରଦାରେ ଆସିଛି। ଉଭୟ ଚଳଚ୍ଚିତ୍ର ମଧ୍ୟ ବମ୍ପର…

ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଫୁଲକୋବି ଖାଇବା ଠାରୁ ଦୂରେଇ ରୁହନ୍ତୁ..

ଭୁବନେଶ୍ବର: ବର୍ତ୍ତମାନ ଶୀତର ଆଗମନ ଧିରେ ଧିରେ ହେବାକୁ ଲାଗିଲାଣି । ଆଉ ଶୀତ ଋତୁରେ ଅନେକ ରକମର ପରିବା ଉପଲବ୍ଧ ହୋଇଥାଏ । ସେଥିମଧ୍ୟରୁ ଫୁଲକୋବି ଅନ୍ୟତମ । ଅନେକ ଲୋକ ଫୁଲକୋବି ଖାଇବାକୁ ବେଶ୍ ପସନ୍ଦ କରନ୍ତି । ସେ ତରକାରୀ ହେଉ ଭଜା କିମ୍ବା କୋବି ପକୋଡା କି ଚିଲି କୋବି । ଏହିପରି ଭାବେ…

ମନପସନ୍ଦର କନ୍ଯା ମିଳିଲାନି, ମାଟ୍ରିମୋନି ପୋର୍ଟାଲକୁ ୬୦ ହଜାର ଟଙ୍କା ଜୋରିମାନା 

ନୂଆଦିଲ୍ଲୀ: ବେଙ୍ଗାଲୁରୁର କଞ୍ଜ୍ୟୁମର କୋର୍ଟ ଏକ ମାଟ୍ରିମୋନି ପୋର୍ଟାଲକୁ ୬୦ ହଜାର ଟଙ୍କା ଜୋରିମାନା କରିଛନ୍ତି। ଅଭିଯୋଗ ଅନୁଯାୟୀ, ଫି ’ଜମା କରିବାର ୪୫ ଦିନ ମଧ୍ୟରେ କନ୍ୟା ଖୋଜି ବିବାହ କରେଇବାର ପ୍ରତିଶ୍ରୁତି ଦେଇ ମଧ୍ଯ ଏହା ପୂରଣ କରାଯାଇ ନଥିଲା। କିନ୍ତୁ ସେମାନେ ଫିସରେ ଗୋଟିଏ…

ଚୂଡ଼ାନ୍ତ ରିପୋର୍ଟ ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯିବ: ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ଦାନା କ୍ଷୟକ୍ଷତିର ରିପୋର୍ଟ ଆସିଛି। ଆଜି କ୍ଷୟକ୍ଷତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ପ୍ରାଥମିକ ଆକଳନ ଅନୁସାରେ କ୍ଷତି ପ୍ରାୟ ୬ଶହ କୋଟି ହୋଇଥିବା ସେ କହିଛନ୍ତି। ବିଶେଷକରି ବାଲେଶ୍ବର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲା ଏହି ବାତ୍ୟାରେ ବେଶୀ…