Latest Odisha News

BREAKING NEWS

ଏହିସବୁ ଜିଲ୍ଲାରେ ବର୍ଷିବ, ୧୬ ଜିଲ୍ଲାକୁ ସତର୍କତା

ଭୁବନେଶ୍ୱର: ଓଡିଶାର ୧୬ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ଶନିବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୨ଘଣ୍ଟା ମଧ୍ୟରେ ଏହି ଦୁଇଟି ଜିଲ୍ଲାରେ ସାମାନ୍ଯରୁ ମଧ୍ଯମ ଧରଣର ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- ବାଲେଶ୍ୱର,…

ଆସିଲା ଚାଞ୍ଚଲ୍ୟକର ତଥ୍ୟ, କଲେଜରେ ଚାଲିଥିଲା ସେକ୍ସ୍ ରାକେଟ

ନୂଆଦିଲ୍ଲୀ: ଦିନ କୁ ଦିନ ଜଟିଳ ହେବାରେ ଲାଗିଛି କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା। ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଉକ୍ତ ଘଟଣାରେ ଆଜି ୫ଜଣଙ୍କର ପଲିଗ୍ରାଫ ଟେଷ୍ଟ ହେଉଥିବା ବେଳେ ସେପଟେ ସାମ୍ନାକୁ ଆସିଛ ସିସିଟିଭି ଫୁଟେଜ। ଏହରିଭିତରେ ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ…

ଆସନ୍ତା ୨୮ରେ ସାରା ଦେଶରେ ବନ୍ଦ ରହିବ ବ୍ୟାଙ୍କ: ଜାଣନ୍ତୁ କାରଣ

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୨୮ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ। ନିଖିଳ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷ ଏହି ଡାକରା ଦିଆଯାଇଛି। ସାରା ଦେଶରେ ଏହି ଧର୍ମଘଟ ପାଳନ କରାଯିବ ବୋଲି ସୂଚନା ଦେଇଛି ନିଖିଳ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ସଂଘର ଜାତୀୟ ସାଧାରଣ ସମ୍ପାଦକ ସି.ଏଚ. ଭେଙ୍କଟାଚଳମ୍।…

ଫ୍ୟାନ୍ ରେ ଝୁଲୁଛି କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ବାଲେଶ୍ୱର: ବନ୍ଦ କୋଠରୀ ଭିତରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ । ଏପରି ଅଘଟଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ । ମୃତକ ମୋନାଲିସା ହେମ୍ବ୍ରମ ବୋଲି ଜଣାଯାଇଛି । ସେ ଭୋଗରାଇ ବ୍ଲକରେ ଗତ ୬ ମାସ ହେବ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ ।…

ମୋଦି ଓ ଯୋଗୀଙ୍କୁ ପ୍ରଶଂସା କରି ହଟହଟା ମହିଳା; ତଲାକ୍ ଦେଲେ, ଜୀବନରୁ ମାରି… 

ବାହରାଇଚ: ୟୁପିରେ ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ଜଣେ ମହିଳା ହଟହଟା ହୋଇଛନ୍ତି। ମହିଳା ଙ୍କ ସ୍ୱାମୀ ତାଙ୍କୁ ତିନ ତଲାକ୍ ଦେଇଛନ୍ତି। କେବଳ ଏତିକି ନୁହେଁ ତାଙ୍କ ଜୀବନ ନେବାକୁ ସ୍ୱାମୀ ଚେଷ୍ଟା ମଧ୍ୟ କରିଥିଲେ। ଏହି ମାମଲା ସାମ୍ନାକୁ ଆସିବା ପରେ ପୋଲିସ…

ସାଲିଆ ସାହିରେ ମଦ ସମ୍ଭାର, ଚାଲିଲା ବୁଲଡୋଜର

ଭୁବନେଶ୍ୱର: ସାଲିଆ ସାହିରେ ବୁଲିଲା ବୁଲଡୋଜର । ଗୋଟିଏ ନୁହେଁ କି ଦୁଇଟି ନୁହେଁ ତିନି ତିନି ଟି ମଦ କାରଖାନାକୁ ମାଟିରେ ମିଶାଇଲା । ଶନିବାର ନୟାପଲ୍ଲୀ ସ୍ଥିତ ସାଲିହା ସାହିରେ ଚଢାଉ କରି ୩ଟି ଦେଶୀ ମଦ କାରଖାନା ଠାବ କରିଥିଲା କମିଶନରେଟ ପୋଲିସ । ଏହାପରେ ଏନେଇ ତୁରନ୍ତ ଆକ୍ସନ…

ବିଡିଏ ଓ ବିଏମସି ପାଇଁ ବଢିଲା ଅଡୁଆ

ଭୁବନେଶ୍ବର: ବିଡିଏ ଓ ବିଏମସି ପାଇଁ ବଢିଲା ଅଡୁଆ । ସରକାରୀ ଜମି ବିଲ୍ଡର୍ସଙ୍କୁ ଦେବା ପ୍ରସଙ୍ଗରେ ସାଧାରଣ ପ୍ରଶାସନ ବିଭାଗ ଉଭୟଙ୍କୁ ସ୍ପଷ୍ଟୀକରଣ ମାଗିଛି । କେଉଁ ପରିସ୍ଥିତିରେ ବିଭାଗର ବିନା ଅନୁମତିରେ ବିଲ୍ଡର୍ସଙ୍କୁ ରାସ୍ତା ପାଇଁ ସରକାରୀ ଜମି ଦିଆଯାଇଛି, ସେନେଇ ବିଡିଏ ଓ ବିଏମ୍‌ସି…

ଅଗଷ୍ଟ ୨୬ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି 

ଭୁବନେଶ୍ବର: ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଅଗଷ୍ଟ ୨୬ ତାରିଖରେ ସରକାରୀ ଛୁଟି ପଡୁଥିବା ଯୋଗୁ ଭୁବନେଶ୍ୱର ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ। ଏହି ଦିନ ଜନ୍ମାଷ୍ଟମୀ ପଡୁଥିବାରୁ ସରକାରୀ ଛୁଟି…

ବୋର୍ଡ ଅଫିସ ଆଗରେ ଧାରଣା ଦେଲେ ଓଟିଇଟି ପରୀକ୍ଷାର୍ଥୀ

କଟକ: ବୋର୍ଡ ଅଫିସ ଆଗରେ ଧାରଣାରେ ବସିଲେ ଓଟିଇଟି ପରୀକ୍ଷାର୍ଥୀ । ଦାବି କଲେ ଗ୍ରେସ ମାର୍କ । ଚଳିତ ଓଟିଇଟି ପରୀକ୍ଷାରେ ଉପୁଜିଥିବା ସମସ୍ୟାକୁ ନେଇ ଆଜି କଟକ ବୋର୍ଡ ଅଫିସ ଆଗରେ ଓଟିଇଟି ପରୀକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ନାରାବାଜି କରିଛନ୍ତି । ବିଭିନ୍ନ ଜିଲ୍ଲାରୁ…

ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ, ଜଣେ ଗୁରୁତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଯମନକିରା ଥାନା ପୁକୁଡ଼ା ଗାଁରେ ଅଘଟଣ । ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକମାନେ ହେଲେ ଭରତ ରଣା, ବସନ୍ତ ଦେହୁରୀ ଓ ଶ୍ରୀକାନ୍ତ ମୁଣ୍ଡା ।…