ଆଗାମୀ ଦଶନ୍ଧି ଯାଏଁ ବିଜେଡି କ୍ଷମତାକୁ ଆସିବନି: ଜୟନାରାୟଣ
ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ବିଜେପି ବିଜେଡ଼ି କାଦୁଅ ଫିଙ୍ଗା ଦେଖିବାକୁ ମିଳିଛି। ଏହାକୁ ନେଇ ଉଷ୍ମ ହେଉଛି ରାଜନୈତିକ ପାଣିପାଗ। ଏହାରି ଭିତରେ ଆଜି ବିଜେଡି ଖୁବ୍ଶୀଘ୍ର କ୍ଷମତାକୁ ଆସିବ ବୋଲି ବିଜେଡି ରାଜ୍ୟ ସଭା ଏମ୍ପି ମୁନ୍ନା ଖାଁ କହିଥିବା ବେଳେ ତାଙ୍କୁ କଡ଼ା ଟାର୍ଗେଟ କରିଛନ୍ତି…