ମେଘନାଦ ପାଚେରୀରେ ଫାଟ: ଶବ୍ଦ ଭେଦ କରିପାରୁନଥିଲା, ହେଲେ ପାଣି ଗଳୁଛି…
ପୁରୀ: ଶ୍ରୀମନ୍ଦିରର ସୁଉଚ୍ଚ ସୁଦୀର୍ଘ ସୁରକ୍ଷା ପାଚେରୀ । ୨୦ ଫୁଟ ଉଚ୍ଚତା ଏବଂ ଛଅ ଫୁଟ ମୋଟେଇ ବିଶିଷ୍ଟ ଏହି ପ୍ରାଚୀର ଶ୍ରୀମନ୍ଦିରର ସୁରକ୍ଷା ବଳୟ ଭାବରେ କାହିଁ କେତେ ଯୁଗରୁ ଛିଡା ହୋଇଆସିଛି । ନାଁ ତାର ମେଘନାଦ ପାଚେରୀ । ପୁରାଣ କହେ ଏହା ସମୁଦ୍ରର ଘୁ ଘୁ ଶବ୍ଦକୁ ମଧ୍ୟ ଶ୍ରୀମନ୍ଦିର…