Latest Odisha News

BREAKING NEWS

ରାସନ ଚାଉଳ ନ ମିଳିବାରୁ ଆମ୍ବ ଟାକୁଆ ଜାଉ ଖାଇବାକୁ ବାଧ୍ୟ ହୋଇଥିଲେ: ବିଜେଡି

ଭୁବନେଶ୍ୱର: ଆମ୍ବ ଟାକୁଆ ଜାଉ ଖାଇ ୨ ମୃତ ଓ  ୬ ଗୁରୁତର ହୋଇଥିବା ଘଟଣା ଚର୍ଚ୍ଚାକୁ ଆସିଥିବା ବେଳେ ବିଜେଡ଼ି ପକ୍ଷରୁ ଶଙ୍ଖଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସଞ୍ଜୟ ଦାସବର୍ମା ଓ ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ରାଜ୍ୟର…

ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ, ଭାରତ ନିକଟରେ ସୁଯୋଗ

ମୁମ୍ବାଇ: ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟରେ ଭାରତ ଦୃଢ଼ ସ୍ଥିତିରେ ରହିଛି । ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୧୪୩ ରନର ଅଗ୍ରଣୀ ହାସଲ କରିଛି । ଷ୍ଟମ୍ପସ ଅପସାରଣ ବେଳକୁ ଭ୍ରମଣକାରୀ ଦଳ ଦ୍ୱିତୀୟ ଇନିଂସରେ ୯ ୱିକେଟ ହରାଇ ୧୭୧ ରନ…

ନବୀନଙ୍କ ସୁରକ୍ଷା କମାଇବା ପ୍ରସଙ୍ଗରେ ଜୟନାରାୟଣଙ୍କ ପ୍ରତିକ୍ରିୟା: ସେମାନଙ୍କ ମନରେ ଭୟ ଅଛି

ଭୁବନେଶ୍ବର:  ବିରୋଧୀ ଦଳ ନେତା ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ସୁରକ୍ଷା ହ୍ରାସ କରିବା ପ୍ରସଙ୍ଗରେ ରାଜ୍ୟରେ ରାଜନୈତିକ ଚର୍ଚ୍ଚା ବଢିବାରେ ଲାଗିଛି। ଏପରିକି ଉଭୟ ବିଜେଡ଼ି- ବିଜେପି ମଧ୍ୟରେ ଆରମ୍ଭ ହୋଇଛି ବାକ୍ ଯୁଦ୍ଧ। ନବୀନଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସକୁ ନେଇ ବିଜେଡ଼ି ନେତା…

ମାସେ ରୁଟି ନ ଖାଇଲେ କ’ଣ ମିଳିବ ଫାଇଦା ? ଆସନ୍ତୁ ଜାଣିବା ….

ଭୁବନେଶ୍ଵର: ଆମ ସମସ୍ତଙ୍କ ଖାଦ୍ୟର ମୁଖ୍ୟ ଉପାଦାନ ପାଲଟିଛି ରୁଟି । କେବଳ ଭାରତ ନୁହେଁ ଅନ୍ୟ ଦେଶମାନଙ୍କରେ ମଧ୍ୟ ଅଧିକାଂଶ ଲୋକ ଅଟାଜାତୀୟ ଖାଦ୍ୟକୁ ପସନ୍ଦ କରନ୍ତି। ଆପଣ ଜାଣନ୍ତି କି , ଯଦି ଆପଣ ୧ ମାସ ଅଟାଜାତୀୟ ଖାଦ୍ୟ ନଖାଇବେ ଏହା ଆପଣଙ୍କ ଶରୀରରେ କଣ ପ୍ରଭାବ ପକାଇବ ? ଆସନ୍ତୁ…

ପ୍ରଶାନ୍ତ କିଶୋର: ଥିଓରୀରେ ହିରୋ ପ୍ରାକ୍ଟିକାଲରେ ?

ନୂଆଦିଲ୍ଲୀ: ନିର୍ବାଚନର ଥିଓରୀ ପେପର ଟପ୍ପର ରହିଥିବା ପ୍ରଶାନ୍ତ କିଶୋର ଏଥର ଦେଉଛନ୍ତି ପ୍ରାକ୍ଟିକାଲ୍ ପରୀକ୍ଷା। ପରଦା ପଛରେ ରହି ବିଭିନ୍ନ ରାଜନୈତିକ ଦଳ ପାଇଁ ବିଜୟ ରଣନୀତି ପ୍ରସ୍ତୁତ କରୁଥିବା ପିକେଙ୍କ ଜନସୁରାଜ ଦଳ ଏଥର ନିର୍ବାଚନୀ ଡେବ୍ୟୁ କରୁଛି । ଆଜି ପର୍ଯ୍ୟନ୍ତ ଅନ୍ୟ ଦଳ ପାଇଁ…

କନ୍ଧମାଳରେ ଆମ୍ବ ଟାକୁଆ ନୁହେଁ ବରଂ ଖାଦ୍ୟ ବିଷାକ୍ତ କାରଣରୁ ମୃତ୍ୟୁ ହୋଇଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଦୁଇ ମହିଳାଙ୍କ ମୃତ୍ୟୁ ଆମ୍ବ ଟାକୁଆ ଖାଇବା ଯୋଗୁ ନୁହେଁ ବରଂ ଖାଦ୍ୟ ବିଷାକ୍ତ କାରଣରୁ ହୋଇଛି। ଅନ୍ୟ ୬ ଜଣ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ…

ହାରିସ Vs ଟ୍ରମ୍ପ…କାହାକୁ ବାଛିବ ଆମେରିକା?

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କାଣ୍ଟେ କି ଟକ୍କର । ଜନତା ନେଉଛନ୍ତି ଅଗ୍ନିପରୀକ୍ଷା । ଡୋନାଲ୍ଡ ଟ୍ରମ୍ପ ନା କମଲା ହାରିସ? କାହାକୁ ବାଛିବେ ଆମେରିକା ଜନତା? ମଙ୍ଗଳବାର ନିର୍ବାଚନ, ଶେଷ ପର୍ଯ୍ୟାୟରେ ଜୋରଦାର କସରତ । ମଇଦାନରେ ସବୁ ଦଳର ନେତା, ସମର୍ଥନରେ ସେଲିବ୍ରିଟି ।…

ବିଷାକ୍ତ ହେଉଛି ଦିଲ୍ଲୀ ବାୟୁ, ୬୯% ପରିବାର ପ୍ରଦୂଷଣ ଜନିତ ରୋଗରେ ପିଡିତ

ନୂଆଦିଲ୍ଲୀ: ବିଷାକ୍ତ ହେଉଛି ବାୟୁ। ଦିଲ୍ଲୀ-ଏନସିଆରର ବାୟୁ ଏତେ ବିଷାକ୍ତ ଯେ ଏଠାରେ ଅଧିକାଂଶ ପରିବାରର ଜଣେ କିମ୍ବା ଜଣେ ରୁ ଅଧିକ ସଦସ୍ଯ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭୋଗୁଛନ୍ତି। ଏକ ସର୍ଭେରୁ ଜଣାପଡିଛି ଯେ ୬୯ ପ୍ରତିଶତ ପରିବାରର ସଦସ୍ଯଙ୍କ ମଧ୍ଯରେ ଗଳାରେ ଯନ୍ତ୍ରଣା ଏବଂ…

କାଲି ସୁଦ୍ଧା ଆସିବ ବାତ୍ୟା ‘ଦାନା’ କ୍ଷୟକ୍ଷତି ଚୂଡ଼ାନ୍ତ ରିପୋର୍ଟ :ସୁରେଶ ପୂଜାରୀ

ସମ୍ବଲପୁର : ବାତ୍ୟା ‘ଦାନା’  କାରଣରୁ ହୋଇଥିବା କ୍ଷୟକ୍ଷତି ଆକଳନ ଆସନ୍ତା କାଲି ଅର୍ଥାତ ଶନିବାର ସାରିବ।  ରବିବାର ଏସଆରସି ନିକଟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରାଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ବାତ୍ୟାରେ ବାଲେଶ୍ୱର, ଭଦ୍ରକ,…

ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ରୂପା

ଭୁବନେଶ୍ବର: ନନ୍ଦନକାନନରେ ନୂଆ ଅତିଥି । ଧଳା ବାଘୁଣୀ ରୂପା ଶୁକ୍ରବାର ମା’ ହୋଇଛି । ଏହାକୁ ମିଶାଇ ତୃତୀୟ ଥର ପାଇଁ ମା’ ହୋଇଛି ବାଘୁଣୀ ରୂପା । କ୍ରୀଷ୍ଣା ଏବଂ ରୂପା ମିଳନରେ ଜନ୍ମ ନେଲା ବାଘ ଶାବକ । ତେବେ କ୍ରୀଷ୍ଣା ମେଲେନାଷ୍ଟିକ୍ ହୋଇଥିବା ବେଳେ କିଛି ଶାବକ ମେଲେନାଷ୍ଟିକ୍ ହେବା…