ଆଉ ହୀରୋଙ୍କୁ ଅଧିକ ଅର୍ଥ ଦେବେନି କରନ ଜୋହର
ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ନିର୍ମାତା କରନ ଜୋହର କହିଛନ୍ତି ଯେ, ସେ ଆଗକୁ ହୀରୋଙ୍କୁ ମନଇଚ୍ଛା ଅର୍ଥ ପ୍ରଦାନ କରିବେ ନାହିଁ । ଯଦି ସେମାନେ ଫିଲ୍ମକୁ ହିଟ କରିବେ ବୋଲି ଗ୍ୟାରେଂଟି ଦେବେନି ତେବେ ସେମାନେ ଦାବୀ କରିଥିବା ଅର୍ଥ ଦେବିନି । ନିକଟରେ ଏ ନେଇ କରଣ ଜୋହର, ଜୋୟା ଅଖତର ସମେତ…