ନଭେମ୍ବର ଶେଷ ସୁଦ୍ଧା ଖାତାକୁ ଚଢିବ ସୁଭଦ୍ରା ଟଙ୍କା
ଭୁବନେଶ୍ବର: ସୁଭଦ୍ରାକୁ ନେଇ ବଡ ଅପଡେଟ୍ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ପୁଣି ଖାତାକୁ ଚଢିବ ସୁଭଦ୍ରା ଟଙ୍କା । ନଭେମ୍ବର ଶେଷ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଛଡାଯିବ । ନଭେମ୍ବର ଶେଷ ସପ୍ତାହରେ…