ଟ୍ରେଲର ପଛରେ ବାଡେଇ ହେଲା ପିକଅପ୍ ଭ୍ୟାନ୍; ୬ ମୃତ, ୫ ଆହତ
ସୁନ୍ଦରଗଡ଼: ଟ୍ରେଲର ପଛରେ ପିଟି ହେଲା ପିକଅପ୍ ଭ୍ୟାନ୍ ଚାଲିଗଲା ୬ ଜଣଙ୍କ ଜୀବନ ଏଥିରେ ୫ ଜଣ ଆହତ ମଧ୍ୟ ହୋଇଛନ୍ତି । ଆଜି ସକାଳୁ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଗଏକାନପାଲି ନିକଟରେ । ସମସ୍ତ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ…