ନୋଏଡା-ଗାଜିଆବାଦରେ ବଢୁଥିବା ବାୟୁ ପ୍ରଦୂଷଣ ପାଇଁ ପାକିସ୍ତାନ ଦାୟୀ !
ନୂଆଦିଲ୍ଲୀ: ଦିପାବଳୀ ଯେତିକି ପାଖେଇ ଆସୁଛନ୍ତି ଦିଲ୍ଲୀ-ଏନସିଆରର ବାୟୁ ବିଷାକ୍ତ ହେବାରେ ଲାଗିଛି। ଶୀତ ଦିନେ ଏବଂ ଦିପାବଳୀ ପରଠାରୁ ଦିଲ୍ଲୀ ନିକଟରେ ଥିବା ଅନେକ ଅଞ୍ଚଳରେ ପ୍ରଦୂଷଣର ମାତ୍ରା ଏତେ ବଢିଯାଏ ଯେ ଶ୍ୱାସକ୍ରିୟା ମଧ୍ୟ କଷ୍ଟସାଧ୍ୟ ହୋଇଯାଏ। ଗତ ଅନେକ ବର୍ଷ ପରି, ଏଥର ମଧ୍ୟ ସମାନ…