Latest Odisha News

BREAKING NEWS

ବାଂଲାଦେଶୀ ନାଁରେ ପଶ୍ଚିମବଙ୍ଗ ଲୋକଙ୍କୁ ମାଡ଼, ଆଲର୍ଟ ରହିଛନ୍ତି ସରକାର

ଭୁବନେଶ୍ବର: ବାଂଲାଦେଶରେ ହିଂସା ପରେ ବାଂଲାଦେଶୀ ଅନୁପ୍ରବେଶକାରୀ ଭାରତ ତଥା ଓଡିଶା ସୀମା ଦେଇ ଭାରତକୁ ପ୍ରବେଶ ପାଇଁ ଆଲର୍ଟ ରହିଛନ୍ତି ସରକାର । ଜଳ, ସ୍ଥଳ ସବୁଠି କଡା ନଜର ରଖିଛନ୍ତି । ଅନ୍ୟପକ୍ଷରେ ଯେଉଁମାନଙ୍କ ପ୍ରତି ଟିକେ ବି ସନ୍ଦେହ ହେଉଛି ସେମାନଙ୍କୁ ଯାଞ୍ଚ କରାଯାଉଛି । ଏନେଇ…

ମୁଁ ଏବେବି ବିବାହିତ: ଡିଭୋର୍ସ ଗୁଜବ ମଧ୍ଯରେ ମୁହଁ ଖୋଲିଲେ ଅଭିଷେକ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଜୋର୍ ହେଉଛି। ଏହାକୁ ନେଇ ମୁହଁ ଖୋଲିଛନ୍ତି ଅଭିଷେକ। ନିକଟରେ ବଲିଉଡ ୟୁକେ ମିଡିଆ ସହିତ ଏକ ସାକ୍ଷାତକାରରେ ସେ ଅଭିଷେକ ଏହାର ଉତ୍ତର ରଖିଛନ୍ତି। ସେ ତାଙ୍କ ବିବାହ…

ଜିରା ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବରଗଡ: ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ନଦୀକୁ ଡେଇଁ ଅନେକ ପ୍ରାଣ ହରାଉଥିବା ଖବର ସାମ୍ନାକୁ ଆସୁଛି । ପୁଣି ଆଜି ଏଭଳି ଏକ ଘଟଣା ବରଗଡରେ ଦେଖିବାକୁ ମିଳିଛି । ଜିଲ୍ଲାର ୱାର୍ଡ ନମ୍ବର ୨ ବାଲିଟିକ୍ରା ଜିରା ନଦୀରୁ ଆଜି ସକାଳ ୮ ସମୟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।…

ଆରପାରିରେ ପୂର୍ବତନ ଡିଜିଙ୍କ ବିବାଦିତ ପୁଅ ବିତ୍ତିହୋତ୍ର

ଭୁବନେଶ୍ବର: ଆଉନାହାନ୍ତି ବହୁ ଚର୍ଚ୍ଚିତ ତଥା ବିବାଦିତ ବିତ୍ତିହୋତ୍ର ମହାନ୍ତି । ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । କ୍ୟାନ୍ସରରେ ବହୁଦିନ ଧରି ପୀଡିତ ଥିଲେ ବିତ୍ତିହୋତ୍ର । ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ତେବେ ସୂଚନା…

ଜ୍ୟାକଲିନଙ୍କ ଜନ୍ମଦିନ: ଜେଲରେ ଥାଇ ଗାର୍ଲଫ୍ରେଣ୍ଡକୁ ଦାମୀ ଉପହାର ଦେଲେ ମହାଠକ ସୁକେଶ

ନୂଆଦିଲ୍ଲୀ: ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଜନ୍ମଦିନରେ ବିଶେଷ ଉପହାର ଦେଇଛନ୍ତି ତାଙ୍କ ବୟଫ୍ରେଣ୍ଡ ସୁକେଶ ଚନ୍ଦ୍ରଶେଖର । ମହାଠକ ସୁକେଶ ଚନ୍ଦ୍ରଶେଖର ଜେଲରେ ଥାଇ ନିଜ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଉପହାର ଦେଇଛନ୍ତି। ୧୧ ଅଗଷ୍ଟରେ…

ବିଶ୍ବ ହାତୀ ଦିବସ: ଏହି ଫିଲ୍ମରେ ଦେଖିବାକୁ ମିଳେ ମଣିଷ ଓ ହାତୀ ମଧ୍ଯରେ ବନ୍ଧୁତ୍ୱର ନିବିଡ଼ ସମ୍ପର୍କ

ନୂଆଦିଲ୍ଲୀ: ପ୍ରତିବର୍ଷ ଅଗଷ୍ଟ ୧୨ରେ ପାଳନ ହୁଏ ବିଶ୍ବ ହାତୀ ଦିବସ। କିପରି ଜଣେ ବନ୍ଧୁ ପାଇଁ ଜୀବନ ଦେବାକୁ ମଧ୍ୟ ଏହି ବିଶାଳ ଜୀବଟି ପଛାଏ ନାହିଁ, ତାହାର ଦୃଷ୍ଟାନ୍ତ ଅନେକ ଚଳଚ୍ଚିତ୍ର ଗୁଡ଼ିକରେ ଦୃଶ୍ୟମାନ ହୋଇଥାଏ। ମଣିଷ ଓ ହାତୀ ଭିତରେ ବନ୍ଧୁତାର ସାକ୍ଷୀ ବଲିଉଡର କିଛି ଫିଲ୍ମ…

ଦିଲ୍ଲୀ ପରେଡରେ ଯୋଗ ଦେବେ ଏନଏସଏସ ସ୍ବେଚ୍ଛାସେବୀ

ଭୁବନେଶ୍ବର: ପ୍ରଥମ ଥର ପାଇଁ ଦିଲ୍ଲୀ ପରେଡରେ ସାମିଲ ହେବାକୁ ଏନଏସଏସ ସ୍ବେଚ୍ଛାସେବୀ ଦିଲ୍ଲୀ ଯାଉଛନ୍ତି । ଏଥିପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ତରଫରୁ ନିମନ୍ତ୍ରଣ ଆସିଛି । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଦିଲ୍ଲୀ ପରେଡରେ ଉପସ୍ଥିତ ରହି ପରେଡ ଦେଖିବେ ଏନଏସଏସ ସ୍ବେଚ୍ଛାସେବୀ । ଏନେଇ…

ଆଜି ବିଶ୍ବ ହସ୍ତୀ ଦିବସ: ‘ହାତୀମାନଙ୍କ ପାଇଁ ଅନୁକୂଳ ବାସସ୍ଥାନ ନିଶ୍ଚିତ କରିବାକୁ ଭାରତ ପ୍ରତିବଦ୍ଧ’

ନୂଆଦିଲ୍ଲୀ: ହାତୀମାନଙ୍କ ପାଇଁ ଅନୁକୂଳ ବାସସ୍ଥାନ ନିଶ୍ଚିତ କରିବାକୁ ଭାରତ ସରକାର ପ୍ରତିବଦ୍ଧ । ଭାରତୀୟ ସଂସ୍କୃତି ଓ ଐତିହ୍ୟରେ ସେମାନଙ୍କର ମହତ୍ତ୍ବ ରହିଛି ବୋଲି କହି ଆଜି ବିଶ୍ବ ହସ୍ତୀ ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏନେଇ ନିଜ ଏକ୍ସ…

ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସାମିଲ ହେଲେ ୩ ବର୍ଷର ଗୋକୁଲ

କନ୍ଧମାଳ: ବୟସ ମାତ୍ର ୩ ବର୍ଷ ହେଲେ ବୁଦ୍ଧି ଆଉ ସ୍ମରଣଶକ୍ତି ବିଚକ୍ଷଣ । ଯାହା ବି ଥରେ ଜାଣିନିଅନ୍ତି ତାକୁ ସବୁଦିନ ପାଇଁ ନିଜ ମୁଣ୍ଡ ଭିତରେ କଏଦ୍ କରିଦିଅନ୍ତି । ବର୍ଣ୍ଣମାଳା,ପଶୁପକ୍ଷୀଙ୍କ ନାମ ଏବଂ ବିଭିନ୍ନ ସଂଖ୍ୟା ଯେଉଁଠି କିଛି ତାଙ୍କ ବୟସର ପିଲାଙ୍କ ପାଇଁ କାଠିକର ପାଠ । ସେଠି ସିଏ…

୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ନୂଆ ପ୍ରକଳ୍ପ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ କରିବେ ଆଲୋଚନା

ଭୁବନେଶ୍ୱର: ଆଜି ପୁଣି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଇ ନୂଆ ପ୍ରକଳ୍ପ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ କରିବେ ଆଲୋଚନା। ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଥିବା ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଏଥିସହ ଏନଏଚ୍…