ରାଜ୍ୟରେ ଗତ ୨୫ ବର୍ଷରେ କଟା ଯାଇଛି ଏହି ପରିମାଣର ଗଛ..
ଭୁବନେଶ୍ୱର: ଓଡିଶାରେ ୨୫ ବର୍ଷ ମଧ୍ୟରେ କଟାଯାଇଛି ୨୬ ଲକ୍ଷରୁ ଅଧିକ ଗଛ । ମଙ୍ଗଳବାର ବିଧାନସଭାରେ ବିଧାୟକ ପ୍ରସାନ୍ତ କୁମାର ଜଗଦେବଙ୍କ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
ଜଙ୍ଗଲ ମନ୍ତ୍ରୀଙ୍କ ସୂଚନାକ୍ରମେ, ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ…