Latest Odisha News

BREAKING NEWS

ଭୁଶୁଡିଲା ବ୍ରିଜ, ଦେଖୁଦେଖୁ ଭାସିଗଲା ବହୁ ଗାଡି

ଭିଏତନାମ: ସୁପର ଟାଇଫୁନ ୟାଗି ଗତ ଶନିବାର ଭିଏତନାମରେ ସ୍ଥଳଭାଗ ଛୁଇଁବା ପରେ ଭୀଷଣ ବର୍ଷା ହୋଇଛି। ଯାହାର ପ୍ରଭାବରେ ବହୁ କ୍ଷୟକ୍ଷତି ହୋଇଛି। ଏଥିରୁ ବାଦ ପଡିନି ବ୍ରିଜ। ଲାମ ଥାଓ ଓ ତାମ ନଙ୍ଗ ଜିଲ୍ଲାକୁ ସଂଯୋଗ କରୁଥିବା ଫୋଙ୍ଗ ଚାଉ ବ୍ରିଜ୍ ଦେଖୁଦେଖୁ ହଠାତ୍ ଭୁଶୁଡ଼ି ପଡୁଛି। ଯାହା…

ବର୍ଷା ପ୍ରଭାବରେ କ୍ଷୟକ୍ଷତି, ମୁକାବିଲା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଙ୍ଗଳବାର ବିଧାନସଭା ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଏହି ସମୀକ୍ଷା କରିଛନ୍ତି ।…

କେବେ ଭାବିଛନ୍ତି କି ବୃକ୍ଷ ଶାଖାରେ ଶୋଇବା ସମୟରେ ପକ୍ଷୀମାନେ ତଳେ ପଡ଼ନ୍ତି ନାହିଁ କାହିଁକି…

ନୂଆଦିଲ୍ଲୀ: ଦୁନିଆରେ ଅନେକ ଜିନିଷ ଅଛି ଯାହା ଆମକୁ ଆକର୍ଷିତ କରିଥାଏ l ସେଥିମଧ୍ୟରୁ ଗଛ ଉପରେ ବସିଥିବା ପକ୍ଷୀ ହେଉଛି ଗୋଟେ l ଯଦି କୌଣସି ବ୍ୟକ୍ତି ଗଛର ଶାଖା ଉପରେ ଶୋଇଥାଏ, ତେବେ ତାକୁ ଖସି ପଡ଼ିବାର ଭୟ ରହିଥାଏ l ବେଳେବେଳେ ସମୟ ଏମିତି ଥାଏ ଯେ ଗଛ ଉପରେ ବସିଥିବା ସାଧାରଣ ମାଙ୍କଡ ବି…

ଜିଏସଟି ହ୍ରାସ ପରେ ସ୍ନାକ୍ସ ସାମଗ୍ରୀର ବଢୁଛି ଶେୟାର

ନୂଆଦିଲ୍ଲୀ: ସ୍ନାକ୍ସ ଉତ୍ପାଦନକାରୀ କମ୍ପାନୀଗୁଡ଼ିକର ସେୟାର ୮ ପ୍ରତିଶତ ଯାଏଁ ବୃଦ୍ଧି ପାଇଥିବାକୁ ଦେଖିବାକୁ ମିଳିଛି। ସୋମବାର ଜିଏସଟି ପରିଷଦର ୫୪ ତମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ନାକ୍ସ ସାମଗ୍ରୀ ଉପରେ ଥିବା ୧୮% ଜିଏସଟିକୁ ୧୨% କରାଯାଇଛି। ଯାହାଫଳରେ ମଙ୍ଗଳବାର ଦିନ…

ମୁଣ୍ଡ ଉପରେ ସିସିଟିଭି, ଝିଅ ଉପରେ ୨୪ ଘଣ୍ଟା ନଜର !

ନୂଆଦିଲ୍ଲୀ: ପିଲାମାନେ ବଡ ହେବା ସହିତ ପିତାମାତାଙ୍କ ଚିନ୍ତା ମଧ୍ୟ ବଢିଯାଏ। ପିତାମାତାଙ୍କ ଦାୟିତ୍ୱ ସେମାନଙ୍କର ଯତ୍ନ ନେବା ଏବଂ ସେମାନଙ୍କୁ ଭୁଲ ରାସ୍ତାରେ ଯିବାକୁ ବାରଣ କରିବା। ଏଭଳି ପରିସ୍ଥିତିରେ ଅଭିଭାବକମାନେ ସେମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବାର ଦେଖାଯାଏ। ଏହାର…

ବ୍ରେକଅପର ଚର୍ଚ୍ଚା ଭିତରେ ସୋସିଆଲ ମିଡ଼ିଆ ପୋଷ୍ଟ: ପୁଣି ପ୍ରେମରେ ପଡିଲେ କି ମଲାଇକା

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ସବୁବେଳେ ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଲାଗି ରହିଥାଏ । ସେମାନଙ୍କ ରଙ୍ଗିନ ଦୁନିଆରେ କ’ଣ କ’ଣ ହେଉଛିି ଫ୍ୟାନ୍ସମାନେ ଜାଣିବା ପାଇଁ ବେଶ ଉତ୍ସାହିତ ଥା’ନ୍ତି । ଅର୍ଜୁନ କପୁର ଏବଂ ମଲାଇକା ଅରୋରାଙ୍କ ବ୍ରେକ୍‌ଅପ୍ ନେଇ…

କନିକା ଧିଲନଙ୍କ ସହ ନୂଆ ଫିଲ୍ମ ଘୋଷଣା କଲେ ତାପସୀ, ପ୍ରେକ୍ଷାଳୟରେ ରିଲିଜ ହେବ ନାହିଁ ‘ଗାନ୍ଧାରୀ’

ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁ ଚଳଚ୍ଚିତ୍ର ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ଅଭିନୟ ପାଇଁ ସେ ବେଶ ଲୋକପ୍ରିୟତା ହାସଲ ମଧ୍ୟ କରିଛନ୍ତି। 'ହସିନ୍ ଦିଲରୁବା, ଫିର ଆଇ ହସିନ୍ ଦିଲରୁବା ଏବଂ ରଶ୍ମି ରକେଟ୍' ପରେ ତାପସୀ ପନ୍ନୁ ପୁଣି ଥରେ କାନିକା ଧିଲନଙ୍କ ସହ…

ପୁଣି ଟ୍ରେନ ଦୁର୍ଘଟଣା ପାଇଁ ଷଡ଼ଯନ୍ତ୍ର, ସୋଲାପୁରରେ ଅଳ୍ପକେ ବର୍ତ୍ତିଲା ଟ୍ରେନ

ସୋଲାପୁର: ମହାରାଷ୍ଟ୍ରର ସୋଲାପୁରରେ ଏକ ମାଲବାହୀ ଟ୍ରେନକୁ ଓଲଟାଇବାକୁ ଷଡଯନ୍ତ୍ର ହୋଇଥିବା ସୂଚନା। ସୋଲାପୁରର କୁର୍ଡୁବାଡି ଷ୍ଟେସନ ଠାରୁ ପ୍ରାୟ ଏକ କିମି ଦୂରରେ ଥିବା ରେଳ ଟ୍ରାକରେ ଏକ ବଡ଼ ସିମେଣ୍ଟ ପଥର ଦେଖିବାକୁ ମିଳିଛି। ହେଲେ ଲୋକୋ ପାଇଲଟଙ୍କ ସତର୍କତା ଯୋଗୁ ଟ୍ରେନ…

କେବେଠୁ ଆରମ୍ଭ ହେବ ପିତୃପକ୍ଷ, ଜାଣନ୍ତୁ

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ପିତୃ ପକ୍ଷର ଅନେକ ମହତ୍ୱ ରହିଛି, ପିତୃ ପକ୍ଷରେ ପିତୃ ପୁରୁଷ ଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରାଦ୍ଧ ତର୍ପଣ କରାଯାଇ ଥାଏ l ପିତୃ ପୁରୁଷ ଙ୍କୁ ପିତୃ ପକ୍ଷରେ ଶ୍ରାଦ୍ଧ ଅର୍ପଣ କରିବାକୁ ଖୁବ ଉତ୍ତମ କୁହାଯାଇ ଥାଏ l ପିତୃପକ୍ଷ ରେ ଆମ ପିତୃ ପୁରୁଷ ପୃଥିବୀ…

‘ଗଦର’ର ପ୍ରଥମ ଭାଗକୁ ମନେ ପକାଇବ ‘ଲାହୋର ୧୯୪୭’, ମୁକ୍ତିଲାଭକୁ ଅପେକ୍ଷା

ମୁମ୍ବାଇ: ଆମୀର ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ ଲାହୋର ୧୯୪୭ ସନ୍ନି ଦେଓଲଙ୍କର ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟେ। ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଆମୀର ଖାନ, ରାଜକୁମର ସନ୍ତୋଷୀ ଏବଂ ସନ୍ନି ଦେଓଲଙ୍କୁ ଏକାଠି ଦେଖିବାକୁ ମିଳିବ। ଏହି ଫିଲ୍ମରେ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ…