Latest Odisha News

BREAKING NEWS

ପଦକ ହାସଲରେ ଲକ୍ଷ୍ୟଚ୍ୟୁତ ହେଲେ ସେନ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପୁରୁଷ ବ୍ୟାଡମିଂଟନରେ ବ୍ରୋଞ୍ଜ ପଦକ ସୁଯୋଗ ହାତଛଡା କରିଛି । ଲକ୍ଷ୍ୟ ସେନ ସୋମବାର ଅନୁଷ୍ଠିତ ବ୍ରୋଞ୍ଜ ପଦକ ମୁକାବିଲାରେ ମାଲେସିଆର ଜି ଜିଆଙ୍କ ନିକଟରୁ ୨୧-୧୨, ୧୬-୨୧ ଓ ୧୧-୨୧ରେ ପରାଜିତ ହୋଇଥିଲେ । ପ୍ରଥମ ଗେମରେ ସହଜ ବିଜୟ ହାସଲ କରିବା ପରେ…

ମୂଷାଙ୍କୁ ନେଇ ଚିନ୍ତିତ କି? ତେବେ କରନ୍ତୁ ଏହି କାମ

ଭୁବନେଶ୍ଵର: ପ୍ରତ୍ୟକ ଲୋକଙ୍କ ଘରେ ମୂଷାଙ୍କ ପାଦୁର୍ଭାବ ଏକ ସାଧାରଣ ସମସ୍ୟା । ଘରକୁ ମୂଷା ଆସିବା ପରେ ଲୋକମାନେ ସେମାନଙ୍କୁ ଘରୁ କିପରି ବାହାର କରିବେ ସେ ନେଇ ଚିନ୍ତାରେ ପଡ଼ି ଯାଆନ୍ତି। କାରଣ ମୂଷା ଘରେ ଥିବା ସବୁ ଜିନିଷକୁ ନଷ୍ଟ କରି ଦେଇଥାନ୍ତି । ଏହା ସହ ସେମାନଙ୍କଠାରୁ ଆସୁଥିବା…

ପରଲୋକରେ ବିଶିଷ୍ଟ କୋଶଳୀ ଭାଷା ଓ ସଂସ୍କୃତି ଅନୁରାଗୀ ନିମାଇଁ ପାଣିଗ୍ରାହୀ

ଭୁବନେଶ୍ବର: ଆଉ ନାହାନ୍ତି ପଶ୍ଚିମ ଓଡ଼ିଶାର ସୁବିଦିତ ଭାଷା ଓ ସଂସ୍କୃତି ଅନୁରାଗୀ ନିମାଇଁ ଚରଣ ପାଣିଗ୍ରାହୀ । ଅଗଷ୍ଟ ୪ ତାରିଖ ରବିବାର ଦିନ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ଓଡ଼ିଶା ସରକାରଙ୍କ ବନ ବିଭାଗରୁ ୨୦୧୮ରେ ଅବସର ନେଇଥିଲେ ।…

ଦିଲ୍ଲୀ ମଦ ଦୁର୍ନୀତି ମାମଲା; କେଜ୍ରିଓ୍ବାଲଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ପୁଣି କେଜ୍ରିଓ୍ବାଲଙ୍କୁ ମିଳିଲା ଝଟକା । ସିବିଆଇ ଗିରଫଦାରୀ ବିରୁଦ୍ଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନକୁ ଆଜି (ସୋମବାର) ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଦିଲ୍ଲୀ ଅବକାରୀ ଦୁର୍ନୀତିର ସିବିଆଇ ସହ ଜଡ଼ିତ ମାମଲାରେ ଦିଲ୍ଲୀ ହାଇକୋର୍ଟ…

କେନ୍ଦୁପତ୍ର ଉପରୁ ୧୮% ଜିଏସ୍‌ଟି ଉଚ୍ଛେଦ ପ୍ରତିଶୃତି ପାଳନ କରିନାହାନ୍ତି କେନ୍ଦ୍ର ସରକାର: ବିଜେଡି

ଭୁବନେଶ୍ୱର: କେନ୍ଦୁପତ୍ର ଉପରୁ ୧୮% ଜିଏସ୍‌ଟି ଉଚ୍ଛେଦ ଦାବିରେ କେନ୍ଦ୍ର ସରକାରଙ୍କର ଟାଳଟୁଳ ନୀତିକୁ ଭତ୍ସନା କଲା ବିଜେଡି। ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡ଼ିର ପୂର୍ବତନ ରାଜ୍ୟ ସମ୍ପାଦକ ତଥା ପୂର୍ବତନ କେନ୍ଦୁପତ୍ର ୱେଲଫେୟାର ବୋର୍ଡ଼ର ଉପଦେଷ୍ଟା ସଞ୍ଜିତ…

ଟେବୁଲ ଟେନିସ କ୍ୱାର୍ଟର ଫାଇନାଲରେ ଭାରତୀୟ ମହିଳା ଟିମ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ମହିଳା ସିଙ୍ଗଲ୍ସ ବିଭାଗରେ ଟେବୁଲ ଟେନିସ ଷ୍ଟାର ମନିକା ବାତ୍ରା ନିରାଶ କରିବା ପରେ ଏବେ ଟିମ ଇଭେଂଟରେ ପଦକ ଆଶା ସୃଷ୍ଟି କରିଛନ୍ତି । ଭାରତ ମହିଳା ଟିମ ଇଭେଂଟରେ ୩-୨ରେ ରୋମାନିଆକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ପ୍ରଥମ ଥର ପାଇଁ…

ଭାରତରେ ଶରଣ ନେଲେ କି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ଛାଡିବାର କିଛି ଘଣ୍ଟା ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସୋମବାର ସନ୍ଧ୍ୟାରେ ଗାଜିଆବାଦର ହିଣ୍ଡନ ବିମାନବନ୍ଦରରେ ଅବତରଣ କରିଛନ୍ତି। ଆଜି ସେ ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଢାକା ଛାଡି ଦେଇଥିଲେ। ଅପରପକ୍ଷରେ ବାଂଲାଦେଶର…

ଓବିସି ସଂରକ୍ଷଣ ଉପରେ ପଶ୍ଚିମବଙ୍ଗ ସରକାରଙ୍କୁ ମିଳିଲାନି ଆଶ୍ବସ୍ତି; ତଥ୍ୟ ମାଗିଲେ ସିଜେଆଇ

ନୂଆଦିଲ୍ଲୀ: ୭୭ ଜାତିଙ୍କୁ ଅନ୍ୟ ପଛୁଆ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତି ଉପରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ କୌଣସି ଆଶ୍ବସ୍ତି ମିଳିନାହାଁ । ପଛୁଆ ବର୍ଗରେ ବିଭିନ୍ନ ଜାତି ଅନ୍ତର୍ଭୁକ୍ତ କରିବା ପାଇଁ ମମତା ବାନାର୍ଜୀ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟ ଖାରଜ…

ବାଂଲାଦେଶ ହିଂସା ନେଇ ବିଏସ୍‌ଏଫ୍‌କୁ ହାଇ ଆଲର୍ଟ

ନୂଆଦିଲ୍ଲୀ: ବାଂଲାଦେଶ ହିଂସାକୁ ନେଇ ବିଏସ୍‌ଏଫ୍‌କୁ ହାଇ ଆଲର୍ଟ l ବାଂଲାଦେଶ ସୀମାରେ ମୁତୟନ ବିଏସ୍‌ଏଫ୍‌ର ସବୁ ୟୁନିଟ୍‌କୁ ଆଲର୍ଟ କରାଯାଇଛି l ବାଂଲାଦେଶକୁ ଲାଗିଥିବା ଭାରତର ୪୦୯୬ କିମି ସୀମାରେ ଆଲର୍ଟ ଜାରି କରାଯାଇଛି l ଅନ୍ୟପଟେ ହସିନାଙ୍କ ଇସ୍ତଫା ପରେ ଶାସନ ଭାର ହାତକୁ ନେଇଛି ସେନା…

ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ

ଭୁବନେଶ୍ବର: ରାଜ୍ୟରେ ଆଜି ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ମୋଟ ୨୬ ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ନବୀନ ସରକାରରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ବରିଷ୍ଠ ଓଏଏସ୍…