Latest Odisha News

BREAKING NEWS

୩୧ ଯାଏଁ ପ୍ରବଳ ବର୍ଷା ସମ୍ଭାବନା: ଆଜି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ଵର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ରହିଛି । ଗାଙ୍ଗେଟିକ୍ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ପ୍ରଭାବରେ ଆଉ ୪ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୪ ଘଣ୍ଟାରେ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି…

ସ୍ୱଳ୍ପ ଗଳ୍ପ : ଦାର୍ଶନିକର ଅଣ୍ଡା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୮ "ଗୋଟିଏ କୁକୁଡା ସାଧାରଣତଃ କେବଳ ଗୋଟିଏ ଅଣ୍ଡାର ଦୂରତାରେ ଥାଏ।" ସାମୁଏଲ୍ ବଟଲର୍ (୧୮୩୫-୧୯୦୨) , ବ୍ରିଟିଶ ଲେଖକ ଓ କବି। "ଅଣ୍ଡାରୁ ପକ୍ଷୀଟିଏ ହେବା ବଡ ଗହନ କଥା। ଅଣ୍ଡା ଭିତରେ ରହି ଉଡାଣକୁ ଆୟତ୍ତ କରିବା ବଡ କଷ୍ଟକର…

ପାଠପଢୁଥିଲେ ଛାତ୍ରଛାତ୍ରୀ, ହଠାତ୍ ମାଡି ଆସିଲା ପାଣି, ଚାଲିଗଲା ୩ଜଣଙ୍କ ଜୀବନ

ନୂଆଦିଲ୍ଲୀ: ସ୍ଵେରେଜ ପାଣିରେ ବୁଡି ୩ ଛାତ୍ର ମୃତ୍ୟୁ । ଦିଲ୍ଲୀର ଏକ କୋଚିଂ ସେଣ୍ଟରର ବେସମେଣ୍ଟରେ ସ୍ଵେରେଜ ପାଣି ପଶିଯିବାରୁ ୩ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଛାତ୍ର ଭାସିଯିବାର ସୂଚନା ମିଳିଛି । ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଅନ୍ୟ…

କବିତା ନିରଂତର : ପ୍ରଶ୍ନ ତୁହାକୁତୁହା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ସବୁ କାମ ପାଇଁ ଲୋଡ଼ା ଯେଉଁଠାରେ ଦୈବୀ କୃପା, ଅନୁଗ୍ରହ ଆଶୀର୍ବାଦପ୍ରାର୍ଥୀ ହେଲେ ତ ମଣିଷ ହରାଏ ଇଚ୍ଛା, ଆଗ୍ରହ ନିଜ ବଳ, ବୁଦ୍ଧି, କୌଶଳ ଲଗାଇ କରିବାକୁ ପରିଶ୍ରମ ଜ୍ଞାନୀ ସଜ୍ଜନ ବି ଅରାଜି ହୁଅଂତି ମନେ ପୋଷି…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧୩)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ କେତେ ଝଡ଼ ଆସିଛି ଭାଙ୍ଗି ଦେଇଛି ତାଙ୍କ ସୁଖର ଛପର ଦିଆ କୁନିଘର । ଉଡ଼ାଇ ନିଏ ନଡ଼ାକୁଟା ପତ୍ର... । ଭାଙ୍ଗିଦିଏ ଡାଳ । ମନର ଝଡ଼ରେ ଭାଙ୍ଗେ ଛୋଟ ହୃଦୟ । ଚୁନାଚୁନା ହୋଇ ବିକ୍ଷିପ୍ତ ହୋଇଯାଏ ଦୁଃଖର ସମୁଦ୍ର ଭିତରେ । ସେଠି ହାତପାଏନା କି…

ପିଲାଙ୍କ ଦ୍ୱାରା ଅନୁଦିତ ଗପବହି ‘ଆମ କୁନି ଗପ’ ଲୋକାର୍ପିତ

ଭୁବନେଶ୍ୱର : ଖଣ୍ଡଗିରି ମାତୃବିହାର ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ‘ଆମ କୁନି ଗପ’ ବହି ଉନ୍ମୋଚିତ ହୋଇଯାଇଛି । ୫ମ, ୬ଷ୍ଠ ଓ ୭ମ ଶ୍ରେଣୀରେ ପାଠ ପଢ଼ୁଥିବା ପିଲାମାନଙ୍କ ଦ୍ୱାରା ଅନୂଦିତ ୫୦ଟି ଗପ ଏହି ବହିରେ ସ୍ଥାନ ପାଇଛି । । ଖଣ୍ଡଗିରି ସ୍ଥିତ ଶ୍ରୀଅରବିନ୍ଦ…

୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନୂତନ ରାଜ୍ୟପାଳ ନିଯୁକ୍ତ । ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ରାଜସ୍ଥାନ. ତେଲେଙ୍ଗାନା, ସିକ୍କିମ, ଝଡଖଣ୍ଡ, ଛତିଶଗଡ, ମେଘାଳୟ, ମହାରାଷ୍ଟ୍ର, ଚଣ୍ଡିଗଡ, ପଣ୍ଡିଚେରୀ, ମଣିପୁରର ନୂତନ ରାଜ୍ୟପାଳ…

ବର୍ଷାଦିନେ ମାଛ ଖାଉଥିଲେ ହୋଇଯାଆନ୍ତୁ ସାବଧାନ…

ଭୁବନେଶ୍ଵର: ପ୍ରାୟତଃ ବ୍ୟକ୍ତି ମାଛ ଖାଇବାକୁ ପସନ୍ଦ କରିଥାଆନ୍ତି। ଏହା ସ୍ବାସ୍ଥ୍ୟ ପାଇଁ ଉତ୍ତମ ଅଟେ। ଏହାର ସ୍ବାଦ ମଧ୍ୟ ଭଲ ଅଟେ। କିନ୍ତୁ ଅଧିକାଂଶ ଲୋକ ମାଛ ଅପେକ୍ଷା ତାର ମୁଣ୍ଡ ଖାଇବାକୁ ଭଲ ପାଇଥାଆନ୍ତି। ମାଛ ମୁଣ୍ଡର ତରକାରୀ, ଛିଞ୍ଚଡା ଇତ୍ୟାଦି ପ୍ରସ୍ତୁତ କରି ଖାଆନ୍ତି। ମାଛ…

ମନୁଙ୍କ ପରେ ଲକ୍ଷ୍ୟ ସେନ, ସାଇରାଜ-ଚିରାଗ ଏବଂ ହକି ଟିମର ବିଜୟ

ପ୍ୟ।ରିସ: ପ୍ୟାରିସ ଅଲିମ୍ପିକ୍ସର ପ୍ରଥମ ଦିବସ ଭାରତକୁ ମିଶ୍ରିତ ଫଳ ପ୍ରଦାନ କରିଛି । ଶୁଟିଂରେ ମନୁ ଭାକର ଫାଇନାଲରେ ପ୍ରବେଶ କରିବା ପରେ ବ୍ୟାଡମିଂଟନ ଏବଂ ହକିରେ ଭାରତ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡ ବିପକ୍ଷ ହକି ମୁକାବିଲାକୁ ଟିମ ଇଣ୍ଡିଆ ୩-୨ ଗୋଲରେ ଜିତି ନେଇଛି । ଆରମ୍ଭରୁ…

ଅଲିମ୍ପିକ ଚାମ୍ପିୟନ ନଦୀରେ ହଜେଇ ଦେଲେ ବିବାହ ବେଳର ମୁଦି

ପ୍ୟାରିସ: ପ୍ରେମ କରିବ, ବିବାହ କରିବ ଏବଂ ଶେଷର ବିବାହ ବେଳର ମୁଦିକୁ ନଦୀରେ ହଜେଇଦେବ । ହଁ ଏ ଭଳି ଏକ ଘଟଣା ପ୍ୟାରିସ ଅଲିମ୍ପିକ୍ସରେ ଦେଖିବାକୁ ମିିଳିଛି । ଇଟାଲୀର ଅଲିମ୍ପିକ ଚାମ୍ପିୟନ (ହାଇଜମ୍ପ) ଜିୟାନମାର୍କୋ ଟେମ୍ବୋରୀ ଏ ଭଳି ମାରାତ୍ମକ ଭୁଲ କରଛନ୍ତି । ସେନ ନଦୀରେ ଅଲିମ୍ପିକ…