Latest Odisha News

BREAKING NEWS

ହିଣ୍ଡେନବର୍ଗର ନୂଆ ବୋମା : ସେବି-ଅଦାନୀ ଭିତିରିଆ କାରବାର!   

ନୂଆଦିଲ୍ଲୀ: ଆମେରିକାର ସର୍ଟ ସେଲିଂ କମ୍ପାନୀ ହିଣ୍ଡେନବର୍ଗ ରିସର୍ଚ୍ଚର ଆଉ ଏକ ଖୁଲାସା । ଏଥର ଭାରତର ପ୍ରତିଭୂତି ବିନିମୟ ବୋର୍ଡ - ସେବି ଅଧ୍ୟକ୍ଷା ମାଧବୀ ବୁଚ୍ ଓ ସ୍ୱାମୀ ଧୱଲଙ୍କ ବିରୋଧରେ ଗୁରୁତର ଅଭିଯୋଗ । ଅଦାନୀ ଗ୍ରୁପ୍ ସ୍କାମ ସହ ସେବି ଅଧ୍ୟକ୍ଷା ଓ ତାଙ୍କ ସ୍ୱାମୀ ଜଡିତ ବୋଲି…

ଟମ୍ ଆଣ୍ଡ ଜେରି କାର୍ଟୁନ ଶୋ’କୁ କାହିଁକି ହିଂସା କହିଲେ ଅକ୍ଷୟ

ମୁମ୍ବାଇ: କମେଡି ଫିଲ୍ମ 'ଖେଲ ଖେଲ ମେଁ' ପାଇଁ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର। ଯେଉଁଥିରେ ଫରଦ୍ଦିନ ଖାନ, ତାପସୀ ପନ୍ନୁ, ବାନି କପୁର, ଏମି ଭାଇର୍କ ଏବଂ ପ୍ରଜ୍ଞା ଜୈସୱାଲ ନଜର ଆସିଛନ୍ତି। କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା, ଯାହାକୁ ପ୍ରଶଂସକଙ୍କ…

ଆଶା ଦେଇଛି ଯୁବ ପ୍ରତିଭାଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଶେଷ ହୋଇଛି ଭାରତର ଅଭିଯାନ । ଏଥର ଭାରତ ମୋଟ ୬ଟି ପଦକ ପାଇଛି । ଓଜନ ଅଧିକ ଯୋଗୁଁ  ମହିଳା କୁସ୍ତିରେ ଅଯୋଗ୍ୟ ଘୋଷିତ ଭିନେଶ ଫୋଗାଟଙ୍କ ସପକ୍ଷରେ ଯଦି କୋର୍ଟ ଅଫ୍ ଆର୍ବିଟ୍ରେସନ ଫର୍ ସ୍ପୋର୍ଟସର ରାୟ ଆସେ,ତାହା ହେଲେ ଭାରତକୁ ରୌପ୍ୟ ମିଳିବ । ଆଉ ଯଦି…

ବନ୍ୟାପାଣିରେ ଭାସିଗଲା ତୁଙ୍ଗଭଦ୍ରା ଡ୍ୟାମର ଗେଟ

ବେଙ୍ଗାଲୁରୁ: ବନ୍ୟାପାଣିରେ ଭାସିଗଲା ତୁଙ୍ଗଭଦ୍ରା ଡ୍ୟାମର ଗେଟ । ଗତକାଲି ରାତିରେ କର୍ଣ୍ଣାଟକର ତୁଙ୍ଗଭଦ୍ରା ଡ୍ୟାମରେ ବନ୍ୟା ପାଣି ନିଷ୍କାସନ ସମୟରେ ପାଣିର ପ୍ରଖର ସ୍ରୋତରେ ଡ୍ୟାମର ଏକ ଗେଟ୍ ଭାଙ୍ଗି ଭାସିଯାଇଥିବା ଜଣା ପଡିଛି । ଏହାକୁ ଦୃଷ୍ଟିରେ ରଖି ଡ୍ୟାମ୍ ଡାଉନ ଷ୍ଟ୍ରିମ ଅଞ୍ଚଳକୁ…

ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ଵର: ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ପ୍ରତି ସୋମବାର ଭୁବନେଶ୍ୱର, ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେଉଥିବା ଜନଶୁଣାଣି ଆସନ୍ତାକାଲି ବନ୍ଦ ରହିବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି…

କୋଟିଏ ଟଙ୍କାର ଚୋରି ସାମଗ୍ରୀ ଜବତ, ୬ ଗିରଫ

କାମାକ୍ଷାନଗର: ଧରାପଡ଼ିଲେ ‘ସ୍କୁଲ ଚୋର’। ଚୋରଙ୍କ ଚୋରୀ ଦେଖି ତାଜୁବ୍ ପୋଲିସ। ସ୍କୁଲ, ପଞ୍ଚାୟତ ଘରେ କରୁଥିଲେ ଚୋରି । ଆଖି ପିଛୁଳାକେ ଖାଲି କରି ଦେଉଥିଲେ ସ୍କୁଲ୍ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ୬ ଜଣିଆ…

୩ ଘଣ୍ଟା ଯାଏଁ ଏହିସବୁ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଓଡିଶାର ୪ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ରବିବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- ପୁରୀ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ଖୋର୍ଦ୍ଧା (ଭୁବନେଶ୍ୱର)। ଆଗାମୀ ୩ଘଣ୍ଟା ମଧ୍ୟରେ ଏସବୁ ଜିଲ୍ଲାରେ…

ଆଳୁ ସମସ୍ୟା: ମମତାଙ୍କୁ ଆଳୁ ପାଇଁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାକୁ ଆଳୁ ଯୋଗାଣ ସ୍ବାଭାବିକ କରିବାକୁ କଲେ ଅନୁରୋଧ । ରାଜ୍ୟରେ ଆଳୁ ସମସ୍ୟା ଦୂର କରିବାକୁ ପଦକ୍ଷେପ ନେବା ପାଇଁ ମମତାଙ୍କୁ ଅନୁରୋଧ କଲେ ମୋହନ । ଅନୁରୋଧ ପରେ ମମତା ବାନାର୍ଜୀ ଉପଯୁକ୍ତ…

କେବେ ଆରମ୍ଭ ହେବ ମୁକେଶ ଅମ୍ବାନୀଙ୍କ ପ୍ରଥମ ‘ଡ୍ରିମ୍ ଫ୍ୟାକ୍ଟ୍ରି’? ସାମ୍ନାକୁ ଆସିଲା ପ୍ଲାନ୍

ମୁମ୍ବାଇ: ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ଦେଶର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଖୁବ୍ ଶୀଘ୍ର ସେମାନଙ୍କର ପ୍ରଥମ 'ଡ୍ରିମ୍ ଫ୍ୟାକ୍ଟ୍ରି' ଆରମ୍ଭ କରିବାକୁ ଯାଉଛନ୍ତି। ଆପଣ ଭାବୁଥିବେ ମୁକେଶ ଅମ୍ବାନୀଙ୍କ ସ୍ୱପ୍ନର କାରଖାନା କ’ଣ, ଯାହା ଶୀଘ୍ର ଆରମ୍ଭ…

ଅଗ୍ନିକାଣ୍ଡ ଗୁଜବ; ଚଳନ୍ତା ଟ୍ରେନ୍‌ରୁ ଡେଇଁଲେ ଯାତ୍ରୀ

ଶାହାଜାହାନପୁର: ୟୁପିର ଶାହାଜାହାନପୁର-ବରେଲି ସୀମାରେ ରବିବାର ଦିନ ଅଳ୍ପକେ ବର୍ତ୍ତିଯାଇଛନ୍ତି ଟ୍ରେନ ଯାତ୍ରୀ। ହାଓ୍ଵଡ଼ା-ଅମୃତସର ଏକ୍ସପ୍ରେସର କୋଚରେ ନିଆଁ ଲାଗିବା ନେଇ ଗୁଜବ ପ୍ରଚାର ହୋଇଥିଲା। ଯାହାପରେ ଯାତ୍ରୀ ମାନେ ଦୌଡାଦୌଡି କରିବା ଯୋଗୁ ଟ୍ରେନ ଭିତରେ ଦଳାଚକଟା ସ୍ଥିତି…