Latest Odisha News

BREAKING NEWS

ଅଗ୍ନିକାଣ୍ଡ ଗୁଜବ; ଚଳନ୍ତା ଟ୍ରେନ୍‌ରୁ ଡେଇଁଲେ ଯାତ୍ରୀ

ଶାହାଜାହାନପୁର: ୟୁପିର ଶାହାଜାହାନପୁର-ବରେଲି ସୀମାରେ ରବିବାର ଦିନ ଅଳ୍ପକେ ବର୍ତ୍ତିଯାଇଛନ୍ତି ଟ୍ରେନ ଯାତ୍ରୀ। ହାଓ୍ଵଡ଼ା-ଅମୃତସର ଏକ୍ସପ୍ରେସର କୋଚରେ ନିଆଁ ଲାଗିବା ନେଇ ଗୁଜବ ପ୍ରଚାର ହୋଇଥିଲା। ଯାହାପରେ ଯାତ୍ରୀ ମାନେ ଦୌଡାଦୌଡି କରିବା ଯୋଗୁ ଟ୍ରେନ ଭିତରେ ଦଳାଚକଟା ସ୍ଥିତି…

ଚନ୍ଦ୍ରପୃଷ୍ଠରେ ଆଜି ବି ଅଛି ଏହି ପରିବାର ଲୋକଙ୍କ ଫଟୋ, ଅତି ରୋଚକମୟ ଏହି କାହାଣୀ

ଭୁବନେଶ୍ଵର: ଚନ୍ଦ୍ରପୃଷ୍ଟକୁ ଯିବାକୁ କାହାର ବା ଇଚ୍ଛା ନଥାଏ । ଚନ୍ଦ୍ରପୃଷ୍ଟରେ ପହଞ୍ଚିବାକୁ ପ୍ରାୟ ସମସ୍ତଙ୍କର ସ୍ୱପ୍ନ । କିନ୍ତୁ ସେଠି ପହଞ୍ଚିବା ଏତେ ସହଜ ବି ନୁହେଁ । କିନ୍ତୁ ଆପଣ ଜାଣନ୍ତି ଏପରି ଏକ ପରିବାର ଅଛି ଯେଉଁ ପରିବାରର ସମସ୍ତ ସଦସ୍ୟ ଚନ୍ଦ୍ରପୃଷ୍ଟରେ ପହଞ୍ଚିଛନ୍ତି ।…

୭୮ତମ ସ୍ବାଧୀନତା ଦିବସ: ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ଵର: ଆଉ ଦିନକେଇଟା ପରେ ଦେଶ ପାଳିବ ୭୮ତମ ସ୍ବାଧୀନତା ଦିବସ । ଚଳିତବର୍ଷ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ। ସେହିପରି ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡ଼ା ଯଥାକ୍ରମେ ନୂଆପଡ଼ା ଓ କଟକରେ ପତାକା…

ଶେଖ ହସିନାଙ୍କ ସମର୍ଥନରେ ହିନ୍ଦୁ ସମ୍ପ୍ରଦାୟଙ୍କ ଆନ୍ଦୋଳନ, ବାଂଲାଦେଶକୁ ଫେରାଇ ଆଣିବାକୁ ତେଜିଲା ଦାବି

ଢାକା: ଶେଖ ହସିନା ଦେଶ ଛାଡିବା ପରେ ବାଂଲାଦେଶରେ ବହୁ ହିଂସା ଘଟିଛି। ଯେଉଁଥିରେ ହିନ୍ଦୁମାନେ ଅତ୍ୟଧିକ ଅତ୍ୟାଚାରର ଶିକାର ହୋଇଛନ୍ତି। ହିଂସାରେ ଅନେକ ହିନ୍ଦୁଙ୍କୁ ଆକ୍ରମଣ ମଧ୍ୟ କରାଯାଇଛି। ଏପରିକି ଅନେକ ହିନ୍ଦୁ ଲୋକଙ୍କ ଘର ମଧ୍ୟ ପୋଡି ଦିଆଯାଇଛି। ଜିନିଷପତ୍ର ଲୁଟପାଟ କରାଯାଇଛି। ଏହି…

ହିଣ୍ଡେନବର୍ଗ ରିପୋର୍ଟକୁ ଖଣ୍ଡନ କଲା ଆଦାନୀ ଗ୍ରୁପ, କହିଲେ…

ନୂଆଦିଲ୍ଲୀ: ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥା ଆଦାନୀ ଗ୍ରୁପ୍ ଉପରେ ଅନେକ ଅଭିଯୋଗ ଲଗାଇଛି। ଯାହାକୁ ଖଣ୍ଡନ କରିବା ସହ ପ୍ରତିକ୍ରିୟା ରଖିଛି ଆଦାନୀ ଗ୍ରୁପ। ହିଣ୍ଡେନବର୍ଗ ରିପୋର୍ଟକୁ କଡା ସମାଲୋଚନା କରି ଆଦାନୀ ଗ୍ରୁପ୍ ଏକ ବିବୃତ୍ତି ଜାରି କରିଛି। ଏହି…

ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ରାଜନୀତି ସରଗରମ; ତଦନ୍ତ ପାଇଁ ଉଠିଲା ଦାବି

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ପରେ ହିଣ୍ଡେନବର୍ଗ ଟାର୍ଗେଟରେ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ଚେୟାରମ୍ୟାନ୍ ମାଧବୀ ପୁରୀ ବଚ ଏବଂ ତାଙ୍କ ସ୍ୱାମୀ। ଦୁହିଁଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଛି। ହିଣ୍ଡେନବର୍ଗ ରିସର୍ଚ୍ଚର ନୂଆ ରିପୋର୍ଟ ପରେ କଂଗ୍ରେସ ଏବଂ ଟିଏମସି…

ପୁଣି ଖବରରେ ପାଣ୍ଡିଆନ, କିଛି ଏମିତି କହିଲେ ଆଇନମନ୍ତ୍ରୀ……

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଘନ ଘନ ଗସ୍ତ କରୁଥିଲେ ପୂର୍ବ ସରକାରଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡିଆନ । ହେଲିକପ୍ଟର ଧରି ଜିଲ୍ଲାରୁ ଜିଲ୍ଲା ଘୂରିବୁଲୁଥିଲେ । ଖବର, ପୋଷ୍ଟର, ବ୍ୟାନର, ସଭାସ୍ଥଳ ସବୁଠି ଆଗ ଧାଡିରେ ରହୁଥିଲେ । ହେଲେ ଏବେ ତାଙ୍କର ଟେର୍ ନାହିଁ ।…

ଏଥର ବିନା ସ୍ୱର୍ଣ୍ଣ ସହ ପ୍ୟାରିସ ଅଲିମ୍ପିକ୍ସ ଅଭିଯାନ ଶେଷ କଲା ଭାରତ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତ ୬ ପଦକ ସହ ତାର ଅଭିଯାନ ଶେଷ କରିଛି । ଭାରତ ପକ୍ଷରୁ ନୀରଜ ଚୋପ୍ରା ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ହାସଲ କରିଛନ୍ତି । ଏଥର ଟିମ ଇଣ୍ଡିଆ ବିନା ସ୍ୱର୍ଣ୍ଣରେ ଅଭିଯାନ ଶେଷ କରିଛି । ମନୁ ଭାକର ୧୦ ମିଟର ଏୟାର ପିସ୍ତଲର ବ୍ୟକ୍ତିଗତ ଓ ମିକ୍ସଡ…

ଆଳୁ ଟ୍ରକ ଜଗିବାକୁ ସିସିଟିଭି ଲଗାଇଲା ପଶ୍ଚିମବଙ୍ଗ

କୋଲାକାତା: ପ୍ରଥମେ ଆଳୁ ଦେଲାନାହିଁ, ଆଉ ଏବେ ଯାହା ଯେମିତି ଆସୁଥିଲା ତାହା ଉପରେ ବି ଲଗାମ ଲଗାଇବାକୁ ଅଭିନବ ପଦକ୍ଷେପ ନେଇଛନ୍ତି । ଏଥିପାଇଁ ସୀମାରେ ଗଳା ବାଟଦେଇ ଆସୁଥିବା ଆଳୁ ଟ୍ରକକୁ ଜଗିବାକୁ ସିସିଟିଭି ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର । କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଓଡିଶା…

ଶ୍ରୀମନ୍ଦିର ପ୍ରଶାସନର ଚିଠି ପାଇବା ପରେ ପରମ୍ପରା ଅନୁଯାୟୀ ଆଜିଠୁ ରଥଭଙ୍ଗା କାମ ଆରମ୍ଭ

ପୁରୀ: ନବଦିନାତ୍ମକ ଯାତ୍ରା ସାରି ମହାପ୍ରଭୁ ରତ୍ନସିଂହାସନରେ ବିରାଜମାନ କରିଛନ୍ତି । ହେଲେ ଚତୁର୍ଦ୍ଧାବିଗ୍ରହ ଯାତ୍ରା କରିଥିବା ତିନିରଥ ସିଂହଦ୍ୱାର ସମ୍ମୁଖରେ ରହିଥିବା ବେଳେ ଆଜିଠାରୁ ଭଙ୍ଗା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ଚିଠି ପାଇବା ପରେ ଆଜି ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ…