Latest Odisha News

BREAKING NEWS

ବ୍ୟବହାର ଖରାପ କଲେ ପ୍ରଧାନଶିକ୍ଷକ, ସ୍କୁଲରେ ତାଲା ପକାଇଲେ ଗାଁ ଲୋକେ

ଚାନ୍ଦବାଲି: ସ୍କୁଲରେ ଅଶାଳୀନ ବ୍ୟବହାର କଲେ ପ୍ରଧାନଶିକ୍ଷକ । ଏମିତି କିଛି ଅଭିଯୋଗ କରି ସ୍କୁଲରେ ତାଲା ପକାଇଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପାରଡିଆ ଗାଁ ଲୋକେ । ପାରଡିଆ ସକରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ନାଁରେ ଅଭିଯୋଗ କରି ଗାଁ ଲୋକେ ଓ ଅଭିଭାବକ…

‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ପାଇଁ ବାଲୁକା କଳାରେ ସ୍ୱତନ୍ତ୍ର ବାର୍ତ୍ତା

ପୁରୀ: ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ‘ହର ଘର ତିରଙ୍ଗା’ ଅଭିଯାନର ତୃତୀୟ ସଂସ୍କରଣ ଅଗଷ୍ଟ ୯ ରୁ ୧୫ ପର୍ଯ୍ୟନ୍ତ ପାଳନ କରାଯିବ। ଏହି ଅବସରରେ ଦେଶବାସୀଙ୍କୁ ବାଲୁକା କଳା ମାଧ୍ୟମରେ ସୋସିଆଲ ମିଡ଼ିଆ ଡିପିରେ ତ୍ରିରଙ୍ଗା ରଖିବାକୁ ଅପିଲ୍ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ…

ଆତଙ୍କବାଦୀ ଆକ୍ରମଣରେ ୨ ଯବାନ ସହିଦ

ଶ୍ରୀନଗର: ନିକଟରେ ଅନନ୍ତନାଗରେ ହୋଇଥିବା ଆକ୍ରମଣ ପରେ ଜମ୍ମୁ ଡିଭିଜନର କିଶତୱାଡରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଆଜି ସକାଳଠାରୁ ପୁଣି କିଶତୱାଡ ଜିଲ୍ଲାରେ ଗୁଳି ବିନିମୟ ଆରମ୍ଭ ହୋଇଛି। ସେନା ଆତଙ୍କବାଦୀଙ୍କୁ ଘେରି ରହିଥିଲା। ପରିସ୍ଥିତିକୁ…

ହ୍ୟାକରଙ୍କ ଜାଲରେ ପଡିଗଲେ ବିଡିଓ ବାବୁ

ଦାରିଙ୍ଗବାଡି: ସରକାରୀ ଅଧିକାରୀଙ୍କ ନମ୍ବର ହ୍ୟାକ୍ କରି ଗଣମାଧ୍ୟମରେ ଭୂଆଁ ବୁଲାଉଛନ୍ତି ହ୍ୟାକର । ତେଣୁ ସାବଧାନ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କନ୍ଧମାଳରେ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ରଙ୍କ ସାଙ୍ଗରେ କିଛି ଏମିତି ଘଟିଛି । ତାଙ୍କ ମୋବାଇଲ ନମ୍ବରକୁ…

ଗାଡି ପାର୍କିଂକୁ ନେଇ ଡବଲ ମର୍ଡର ଘଟଣା: ବନ୍ଧା ହେଲେ ଦୁଇ ଅଭିଯୁକ୍ତ

ଭୁବନେଶ୍ୱର: ଗାଡି ପାର୍କିଂକୁ ନେଇ ଡବଲ ମର୍ଡର ଘଟଣାରେ ବନ୍ଧା ହେଲେ ଦୁଇ ଅଭିଯୁକ୍ତ। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ହାଇଟେକ୍ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ। ତେବେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ…

ପୂର୍ବତନ ବୈଦେଶିକ ମନ୍ତ୍ରୀ କେ. ନଟୱର ସିଂଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ କେ. ନଟୱର ସିଂଙ୍କ ଦେହାନ୍ତ । ଗୁରଗ୍ରାମ୍‌ର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମନମୋହନ ସିଂହ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ ନଟୱର ସିଂ। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ତାଙ୍କ ପରିବାର ପକ୍ଷରୁ ଏହି…

ପୋଲିସ ଉପରକୁ ଗୋରୁ ମାଫିଆଙ୍କ ଗୁଳିମାଡ଼

କେନ୍ଦୁଝର: ମୁଖ୍ୟନ୍ତ୍ରୀଙ୍କ ଜିଲ୍ଲାରେ ଗୋରୁ ମାଫିଆଙ୍କ ଆତଙ୍କରାଜ୍। ଗୋରୁ ଗାଡି ଅଟକାଇବାରୁ ପୁଲିସ ଉପରକୁ ଗୋରୁ ମାଫିଆ ଗୁଳିମାଡ଼ କରିଥିବା ସୂଚନା ମିଳିଛି। କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ସୂଚନା ଅନୁସାରେ ପଣ୍ଡାପଡ଼ା ଥାନା ପୋଲିସ ଗୋରୁ ମାଫିଆଙ୍କ…

୩ ଦିନ ଯାଏ ବର୍ଷାରେ ଲାଗିବ ବ୍ରେକ୍; ୧୫ ଓ ୧୬ରେ ବଡ଼ ବର୍ଷାର ସମ୍ଭାବନା

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ସହ ମୌସୁମୀର ସକ୍ରିୟତାକୁ ନେଇ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ଜାରି ରହିଛି। ତଥାପି ଆଜିଠାରୁ ବର୍ଷାରେ ଲାଗିବ ବ୍ରେକ। କମିବ ବର୍ଷାର ପରିମାଣ। ପାଣିପାଗ ବିଭାଗ କହିଛି, ଆସନ୍ତା ୧୨ ଘଣ୍ଟାରେ ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି ।…

ସ୍ୱଳ୍ପ ଗଳ୍ପ : ଖେଳର ଉଲଗ୍ନକାଳ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୯ ଖେଳର ନାଆଁ ଅଲମ୍ପିକ। ଆଉ ଏହି ଖେଳଟିର ଆଦ୍ୟକାଳଟି ଥିଲା ସମ୍ପୂର୍ଣ୍ଣ ନିର୍ବସ୍ତ୍ରର ସମୟ। ଅର୍ଥାତ୍ ସେହି ସମୟରେ ଅଲମ୍ପିକ ଖେଳରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀଙ୍କ ଦେହରେ ସାମାନ୍ୟ ସୂତା ଖଣ୍ଡିଏ ବି…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧୪)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ଖାଁ.. ଖାଁ ଖାଇଗୋଡ଼ାଉଥିଲା ତାଙ୍କର ଘର ଅଗଣା, ବାଡ଼ି-ଖଳାବାଡ଼ି, ଘସିଭାଡ଼ି, ପୋଖରୀତୁଠ, କୂଅମୂଳ ସବୁ କୋଣ ଅନୁକୋଣ । କେଜାଣି କେଉଁଟି ତାଙ୍କୁ ଶାନ୍ତି ଲାଗୁନଥିଲା । ଈଶ୍ୱର ବୋଉ ଚୁପ୍‌ଚାପ ବସିଥିଲା ଦୋକଡ଼ିରେ । ଦୋକଡ଼ିର କୋଣକୁ…