ପୁଅ ପାଇଁ ପଦବୀ ହରାଇଲେ ଶିବସେନା ନେତା
ମୁମ୍ବାଇ: ପୁଅ ପାଇଁ ପଦବୀ ହରାଇଲେ ଶିବସେନା ନେତା। ୱର୍ଲି ‘ହିଟ୍ ଆଣ୍ଡ ରନ୍’ ମାମଲାର ଅଭିଯୁକ୍ତ ମିହିର ଶାହାଙ୍କୁ ମଙ୍ଗଳବାର ଗିରଫ କରିଥିଲା ପୋଲିସ। ଶିବସେନା ନେତା ରାଜେଶ ଶାହଙ୍କ ପୁଅ ହେଉଛନ୍ତି ମିହିର।ରାଜେଶ ଶାହ ପାଲଘରର ଉପନେତା ଥିଲେ।
ଶିବସେନା ସଚିବ ସଞ୍ଜୟ ମୋର ଏକ…