ବ୍ୟବସାୟୀଙ୍କ ଅଳଙ୍କାର ଭର୍ତ୍ତି ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ
ବ୍ରହ୍ମପୁର: ବ୍ୟବସାୟୀଙ୍କ ଅଳଙ୍କାର ଭର୍ତ୍ତି ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ଚମାଖଣ୍ଟି ଥାନା ନରେନ୍ଦ୍ରପୁର ଛକରେ ଘଟିଛି ଏହି ଲୁଟି ଘଟଣା। ଲୁଟ୍ ସୁନା ଓ ରୁପା ଅଳଙ୍କାର ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ବାଇକ ରଖି ଜଳଖିଆ ଖାଉଥିବା ବେଳେ ଲୁଟ୍ର ଶିକାର…