Latest Odisha News

BREAKING NEWS

ଅକ୍ଷମଣୀୟ ତ୍ରୁଟିକୁ ନେଇ ମହାପ୍ରଭୁଙ୍କ ଇଚ୍ଛା କହିବା ଶ୍ରଦ୍ଧାଳୁଙ୍କ ମନକୁ ଆଘାତ ଦେଉଛି: ମେୟର

ଭୁବନେଶ୍ବର: ପହଣ୍ଡି ବେଳେ ଘଟିଥିବା ଅଘଟଣକୁ ନେଇ କଡ଼ା ପ୍ରତିକ୍ରିୟା ରଖିଲା ବିଜେଡି। ଏହା ଲଜ୍ଜାଜନକ, ଅକ୍ଷମଣୀୟ ତ୍ରୁଟି ବୋଲି କହିଲେ ଭୁବନେଶ୍ବର ମେୟର ସୁଲୋଚନା ଦାସ। ଏହି ଘଟଣା ସାଢ଼େ ୪ କୋଟି ଓଡ଼ିଆଙ୍କୁ ବ୍ୟଥିତ କରିଛି। ତା ଭିତରେ ଉପମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ମନ୍ତବ୍ୟ…

ଅଭିନେତ୍ରୀ ଉର୍ବଶୀ ରୌତେଲା ହସ୍ପିଟାଲରେ ଭର୍ତ୍ତି

ହାଇଦ୍ରାବାଦ: ଅଭିନେତ୍ରୀ ଉର୍ବଶୀ ରୌତେଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅପକମିଂ ଫିଲ୍ମ ସୁଟିଂ କରୁଥିବା ସମୟରେ ତାଙ୍କୁ ଜୋରଦାର ଆଘାତ ଲାଗିଛି। ଏବେ ଅଭିନେତ୍ରୀଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଫ୍ୟାକଚର୍ ହେଇଥିବା ନେଇ ତାଙ୍କ ଟିମ୍ ପକ୍ଷରୁ ସୂଚନା ମିଳିଛି। ସୂଚନା…

ରାଜ୍ୟର ୪ ଜିଲ୍ଲାରେ ହେବ ଫିସିଂ ହବ୍, ଘୋଷଣା କଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ

ଭୁବନେଶ୍ୱର: ନୟାଗଡ, ପୁରୀ, ବାଲେଶ୍ୱର ଓ ଗଞ୍ଜାମରେ ହେବ ଫିସିଂ ହବ । ଜାତୀୟ ମତ୍ସ୍ୟ ଚାଷୀ ଦିବସ ଅବସରରେ ଏହା ଘୋଷଣା କରିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଉତ୍ପାଦନରୁ ବିକ୍ରି ପର୍ଯ୍ୟନ୍ତ ରହିବ ସୁବିଧା। ବାଲେଶ୍ୱର ବସ୍ତାରେ ହୋଲସେଲ ମାର୍କେଟ ପାଇଁ ୭୮…

ଆଡ଼ପ ମଣ୍ଡପରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ, ଆଜି ହେବ ବନକଲାଗି ନୀତି

ପୁରୀ: ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଆଡ଼ପ ମଣ୍ଡପ ତଥା ଶ୍ରୀଗୁଣ୍ଡିଚା ମନ୍ଦିରରେ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ମଧ୍ୟାହ୍ନ ଧୂପ ପରେ ଆଡପ ମଣ୍ଡପରେ ହେବ ବନକଲାଗି ନୀତି। ବନକଲାଗି ନୀତି ପାଇଁ କିଛି ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ପ୍ରାୟ ୪ ଘଣ୍ଟାର…

ମୋଦିଙ୍କୁ ଭବ୍ୟ ସ୍ବାଗତ: ‘ବନ୍ଦେ ମାତରମ’ରେ ପ୍ରକମ୍ପିତ ହେଲା ଅଷ୍ଟ୍ରିଆ ମାଟି

ନୂଆଦିଲ୍ଲୀ: ରୁଷିଆ ପରେ ଏବେ ଅଷ୍ଟ୍ରିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୁଷ୍ ଭଳି ଅଷ୍ଟ୍ରିଆ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ସ୍ବାଗତ କରିଛି । ଅଷ୍ଟ୍ରିଆ ମାଟିରେ ପାଦ ଥୋଉ ଥୋଉ ‘ବନ୍ଦେ ମାତରମ’ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ଅଷ୍ଟ୍ରିଆ ମାଟି । ବିଗତ…

ଭିଜିଲାନ୍ସ ଜାଲରେ ଆରଆଇ: ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

କନ୍ଧମାଳ: ଜଣେ ବ୍ୟକ୍ତିଙ୍କ ଜମି ପଟ୍ଟା ବାବଦରେ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ। କନ୍ଧମାଳ ଜିଲ୍ଲା କୋଟଗଡ଼ ତହସିଲ ଦୁର୍ଗପଙ୍ଗ ଅଞ୍ଚଳର ଆରଆଇ ଦିଲିପ ସାହୁ ଲାଞ୍ଚ ନେବା ବେଳେ ଓଡିଶା ଭିଜିଲାନ୍ସ ଚଢଉ କରିଛି। ସୂଚନା ଅନୁଯାୟୀ, ଆରଆଇ…

ପହଣ୍ଡି ବେଳର ଅଘଟଣକୁ ନେଇ ବଡ ବୟାନ ଦେଲେ ଆଇନ ମନ୍ତ୍ରୀ

ପୁରୀ: ମଙ୍ଗଳବାର ପହଣ୍ଡିବେଳେ ଚାରମାଳରୁ ଖସିପଡିଥିଲେ ମହାପ୍ରଭୁ ବଳଭଦ୍ର । ଯାହାକୁ ନେଇ ବଡ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏନେଇ ମନ୍ତ୍ରୀ କହିଛନ୍ତି, ଏହା ଲୀଳାମୟଙ୍କ ଲୀଳା। ଆହତ ସେବାୟତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି। ଆଗକୁ ଶୃଙ୍ଖଳିତ ନୀତି…

ପହଣ୍ଡି ବେଳେ ମୁହଁମାଡି ପଡିଗଲେ ମହାପ୍ରଭୁ ବଳଭଦ୍ର, ଜଣାପଡିଲା କାରଣ….

ପୁରୀ: ମଙ୍ଗଳବାର ରଥରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ମହାପ୍ରଭୁଙ୍କ ପହଣ୍ଡି ବେଳେ ଘଟିଯାଇଛି ବଡ ଅଘଟଣ । ଚାରମାଳରୁ ଖସି ମୁହଁମାଡି ପଡିଛନ୍ତି ବଡ ଠାକୁର ବଳଭଦ୍ର । ହଠାତ୍ ଚାରମାଳରେ ପହଣ୍ଡି ବେଳେ ଖସିପଡିଥିଲେ ମହାପ୍ରଭୁ । ଏହାକୁ ନେଇ ପୂରା ଓଡିଶା ମର୍ମାହତ ଥିବା ବେଳେ ଏନେଇ ସ୍ପଷ୍ଟିକରଣ…

ବାଘ ଛାଲ ବିକ୍ରି ପାଇଁ ହେଉଥିଲା ଡିଲ୍‌: ମାଡିବସିଲା ଏସ୍‌ଟିଏଫ, ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ନୂଆପଡ଼ା: ବନ୍ୟପ୍ରାଣୀ ଶିକାର ଓ ଏହାର ବ୍ୟବସାୟୀଙ୍କ ସଂଖ୍ୟା ବଢ଼ିଚାଲିଛି। ନୂଆପଡ଼ା ଜିଲ୍ଲାରେ ଗତ ଦୁଇ ତିନି ବର୍ଷ ମଧ୍ୟରେ ପ୍ରତ୍ୟେକ ଦୁଇ ତିନି ମାସରେ ବ୍ୟବସାୟୀ ମାନେ ଗିରଫ ହୋଇ କୋର୍ଟ ଚାଲାଣ ହେଉଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଗତ ଦୁଇ ମାସ ତଳେ ଖଡ଼ିଆଳ ସହରରେ ବାଘ ଛାଲ…

ଗମ୍ଭୀରଙ୍କ ନିକଟରେ ରହିଛି ଏହି ସବୁ ବଡ ଚ୍ୟାଲେଞ୍ଜ

ପୂର୍ବତନ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳର କୋଚ ନିଯୁକ୍ତ କରାଯାଇଛି । କୋଚିଂରେ ଅନଭିଜ୍ଞ ଗମ୍ଭୀର କିଭଳି ଭାରତୀୟ କ୍ରିକେଟକୁ ଆଗକୁ ନେବେ ସେଥିପ୍ରତି ନଜର ରହିବ । କୋଚ ରାହୁଲ ଡ୍ରାଭିଡଙ୍କ ପ୍ରଶିକ୍ଷଣରେ ଭାରତ ଦୀର୍ଘ ଦିନ ପରେ ଟି୨୦ ବିଶ୍ୱକପ ଜିତିଛି । ଏହା ପରେ…