୧୦ ନୁହେଁ, ୧୪ ଘଣ୍ଟା
ନୂଆଦିଲ୍ଲୀ: ଆଇଟି କମ୍ପାନିର କର୍ମଚାରୀମାନେ ଦିନକୁ କେତେ ଘଂଟା କାମ କରିପାରିବେ ? ଦିନକୁ କେତେ ଘଂଟା କାମ କରିବା ଦରକାର ? ଘରୋଇ ଆଇଟି କମ୍ପାନିମାନେ ତ କର୍ମଚାରୀଙ୍କୁ ଅଧିକରୁ ଅଧିକ ଘଂଟା ଖଟାଇବାକୁ ଚାହାନ୍ତି । ଏଥିରେ ବାଧକ ସାଜିଛି ଶ୍ରମ ଆଇନ । କର୍ଣ୍ଣାଟକରେ ଆଇଟି କଂପାନିମାନେ ଏବେ…