କେରଳରେ ନିପା ଆତଙ୍କ, ଜଣେ ମୃତ୍ୟୁ
ନୂଆଦିଲ୍ଲୀ: କେରଳରେ ପୁଣି ଆତଙ୍କ ଖେଳାଇଲା ନିପା ଭାଇରସ୍ । କେରଳର ମଲ୍ଲାପୁରମରୁ ଜଣେ ୧୪ ବର୍ଷୀୟ ବାଳକଠାରେ ନିପା ଭୂତାଣୁ ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ ଡାକ୍ତରଖାନାରେ ତାଙ୍କ ଚିକିତ୍ସା ଚାଲିଛି। ତାଙ୍କ ନମୁନାକୁ ପୁନେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜିକୁ…