ହନ୍ତା ଭାଇରସ୍ ସତର୍କତା! ବିମାନ ଯାତ୍ରା ଉପରେ ଲାଗିଲା କି ନିଷେଧ? ଯାତ୍ରା କରିବା ପୂର୍ବରୁ ଏହି ସବୁ ପ୍ରତି ଧ୍ୟାନ…
ନୂଆଦିଲ୍ଲୀ: କୋରୋନାଭାଇରସ୍ ପରେ, ଏବେ ଦେଶରେ ଏକ ନୂତନ ଭାଇରସ୍ ଆସିଛି । ଏହି ଭାଇରସ୍କୁ ହନ୍ତା ଭାଇରସ୍ କୁହାଯାଉଛି । ଏହି ଭାଇରସ୍ ପୁଣି ଥରେ ଲୋକଙ୍କ ସମସ୍ୟାକୁ ଆହୁରି ବଢ଼ାଇବା ପରି ମନେ ହେଉଛି । ନିକଟରେ, ଆର୍ଜେଣ୍ଟିନାରୁ କେପ୍ ବର୍ଦେ ଯାତ୍ରା କରୁଥିବା ଏକ କ୍ରୁଜ୍ ଜାହାଜରେ ଏହି…