ପର୍ଯ୍ୟଟକ ଓ ଭକ୍ତଙ୍କ ପାଇଁ ଏହି ଆଶ୍ରମରେ ରହିଛି ମାଗଣା ବ୍ୟବସ୍ଥା
ନୂଆଦିଲ୍ଲୀ: ଭାରତରେ ଅନେକ ଦର୍ଶନୀୟ ସ୍ଥାନ ଅଛି । ପର୍ଯ୍ୟଟକମାନେ ଏହି ସବୁ ସ୍ଥାନରେ ରହିବା ସର୍ବଦା ବ୍ୟୟସାପେକ୍ଷ ହୋଇ ନ ଥାଏ । ତେବେ ଏପରି କେତେକ ସ୍ଥାନ ଅଛି ଯେଉଁଠାରେ ପର୍ଯ୍ୟଟକ ଓ ଭକ୍ତମାନଙ୍କ ପାଇଁ ମାଗଣା ରହିବା ବ୍ୟବସ୍ଥା ରହିଛି । ଏହି ସବୁ ଆଶ୍ରମରେ ଟଙ୍କାଟିଏ ବି ଦେବାକୁ ପଡି ନ…