୨୨ରେ ଦେବସ୍ନାନ ପୂର୍ଣ୍ଣିମା; ୨୦ ସୁଦ୍ଧା ସରିବ ସମସ୍ତ ପ୍ରସ୍ତୁତି
ପୁରୀ: ସ୍ନାନ ଯାତ୍ରା ଓ ଘୋଷ ଯାତ୍ରା କୁ ନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସ୍ବତନ୍ତ୍ର ସର୍କିଟ୍ ହାଉସରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୁନ୍ ୧୭ ତାରିଖରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ…