ଆମେରିକା ରାଷ୍ଟ୍ରପତି ରେସ୍: ପ୍ରାର୍ଥୀ ହେବେ ବୋଲି ଦୋହରାଇଲେ ବାଇଡେନ୍
ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ଦୋହରାଇଛନ୍ତି ଯେ ସେ ରାଷ୍ଟ୍ରପତି ନିର୍ବାଚନରୁ ପଛଘୁଞ୍ଚା ଦେବେ ନାହିଁ। ସେ ନିଶ୍ଚିତ ଯେ "୨୦୨୪ରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିବା ପାଇଁ ସର୍ବୋତ୍ତମ ବ୍ୟକ୍ତି" ।
ଜୋ ବାଇଡେନ ତାଙ୍କ ସାଥୀ ଡେମୋକ୍ରାଟମାନଙ୍କୁ ଦେଇଥିବା ଏକ…