Latest Odisha News

BREAKING NEWS

ବିରାଟଙ୍କ ପବ୍‌ ବିରୋଧରେ ମାମଲା ରୁଜୁ 

ବେଙ୍ଗାଲୁରୁ: କ୍ରିକେଟ୍‌ ତାରକା  ବିରାଟ କୋହଲିଙ୍କର ମାଲିକାନାରେ ଥିବା ଏକ ପବ ଉପରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବେଙ୍ଗାଲୁରୁର ଏମଜି ରୋଡ଼ରେ ରହିଥିବା କୋହଲିଙ୍କର ୱାନ୮ କମ୍ୟୁନ ପବ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିଥିଲା। ଏନେଇ ପୋଲିସ ପକ୍ଷରୁ ୱାନ୮…

ରଥଯାତ୍ରା ଛିନତାଇ: ୧୨ ଜଣଙ୍କୁ ଗିରଫ କଲା ପୋଲିସ୍

ପୁରୀ: ସରିଯାଇଛି ଘୋଷଯାତ୍ରା । ରତ୍ନ ବେଦୀରୁ ଯାଇ ଶରଧା ବାଲିରେ ପହଞ୍ଚିଛନ୍ତି ରଥାରୂଢ ତିନି ଠାକୁର । ସନ୍ଧ୍ୟା ଆରତି ପରେ ଆଡପ ମଣ୍ଡପ ବିଜେ କରିବେ ମହାପ୍ରଭୁ । ତେବେ ୫୩ ବର୍ଷ ପରେ ବିରଳ ରଥଯାତ୍ରା ପାଳନ ହୋଇଥିବାରୁ ଏଥର ଦୁଇ ଦିନ ରଥଟଣା କାର୍ଯ୍ୟକ୍ରମ କରାଯାଇଛି । ଯେଉଁଥିରେ…

ଆଜିଠୁ କମିବ, ୧୧ ତାରିଖରୁ ପୁଣି ବଢିବ ବର୍ଷାର ପରିମାଣ

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୨ ଦିନ ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ । ୧୧ ତାରିଖ ପର ଠାରୁ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି  ଏହାର ପରିମାଣ ବଢ଼ିବା ସମ୍ଭାବନା ରହିଛି। ଏଥିସହ ଉପକୂଳ ଓ ଅଧିକାଂଶ ଜିଲାରେ ବଜ୍ରପାତ ସହ ଘଡ଼ଘଡ଼ି ହୋଇପାରେ। ଅନ୍ୟପଟେ…

ବସିବ ଦ୍ବିତୀୟ କ୍ୟାବିନେଟ ବୈଠକ: ବିଭିନ୍ନ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ୍ ବୁଧବାର ବସିବ ରାଜ୍ୟର ଦ୍ବିତୀୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଦ୍ବିତୀୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଦିନ ୧୧ଟା ବେଳେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି  । ଉକ୍ତ…

ହାଥରସ୍‌ ଟ୍ରାଜେଡି: ରିପୋର୍ଟ ଦାଖଲ କଲା ଏସଆଇଟି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ୍‌ ଘଟଣାରେ ରିପୋର୍ଟ ଦାଖଲ କଲା ଏସଆଇଟି। ରିପୋର୍ଟରେ ସତ୍‌ସଙ୍ଗ ଆୟୋଜନ କରିଥିବା କମିଟିକୁ ଦାୟୀ କରିଛି ଏସଆଇଟି। ଅନୁମତିଠୁ ଅଧିକ ଲୋକଙ୍କୁ ଏକତ୍ରିତ କରାଯାଇଥିବା ଏବଂ ସତ୍‌ସଙ୍ଗ ସ୍ଥଳରେ ସଠିକ ବ୍ୟବସ୍ଥା କରାଯାଇନଥିବା ରିପୋର୍ଟରେ ଉଲ୍ଲେଖ କରିଛି ଏସଆଇଟି।…

ପ୍ରସ୍ତାବ ରଖିଲେ ମୋଦି, ପ୍ରତିଶ୍ରୁତି ଦେଲେ ପୁଟିନ୍

ନୂଆଦିଲ୍ଲୀ: ରୁଷିଆ ଫେରାଇବ ସବୁ ସୈନ୍ୟ । ରୁଷିଆ ସୈନ୍ୟରେ କାମ କରୁଥିବା ସମସ୍ତ ଭାରତୀୟଙ୍କ ସ୍ବଦେଶ ପ୍ରସ୍ଥାନ ପ୍ରସ୍ତାବକୁ ଗ୍ରହଣ କଲେ ରୁଷ ରାଷ୍ଟ୍ରପତି । କହିଲେ, ଭାରତୀୟ ଦେଶକୁ ଶୀଘ୍ର ଫେରିବେ । ରୁଷିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ…

ବନ୍ଦ ଘରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଠାବ

ଭୁବନେଶ୍ବର: ବନ୍ଦ ଘରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଠାବ ।ମଞ୍ଚେଶ୍ବର ଥାନା ଶ୍ରୀରାମ ନଗର ବସ୍ତିର ଏକ ଘର ଭିତରୁ ଏକ ନାବାଳିକାର ଝୁଲନ୍ତା ମୃତ ଦେହ ଠାବ କରିଛି ପୋଲିସ। ଘର ବାହାରୁ ତାଲା ପଡ଼ିଥିବା ବେଳେ ଛି ଘର ଭିତରେ ଫ୍ୟାନରେ ଝୁଲିଛି ମୃତଦେହ। ନାବାଳିକା ଜଣଙ୍କ ଉତ୍ତରପ୍ରଦେଶର…

ଆସାମ ପ୍ରଳୟଙ୍କାରୀ ବନ୍ୟାରେ ୧୩୭ ବନ୍ୟଜନ୍ତୁଙ୍କ ସହ ୭୨ ଜଣଙ୍କର ମୃତ୍ୟୁ

ଗୁଆହାଟୀ: ସାରା ଦେଶରେ ମୌସୁମୀ ବର୍ଷା ଜାରି ରହିଛି । ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଇଛି । ବ୍ରହ୍ମପୁତ୍ର ଏବଂ ଏହାର ଉପନଦୀ ଗୁ଼ଡିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହି ପ୍ରଳୟଙ୍କାରୀ ବନ୍ୟାରେ ୧୩୭ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଥିବା ବେଳେ କାଜିରଙ୍ଗା ନ୍ୟାସନାଲ…

ସହରୀ ବନ୍ୟା ଏବଂ ଉତ୍ତାପ ଦ୍ୱୀପପୁଞ୍ଜର ମୁକାବିଲା କରିବ ପରଭିୟସ୍ କଂକ୍ରିଟ୍ ପେଭମେଣ୍ଟର

ଭୁବନେଶ୍ୱର: ଭାରତରେ ଦ୍ରୁତ ସହରୀକରଣ ହେତୁ ବିଟୁମିନିୟସ୍ ଏବଂ କଂକ୍ରିଟ୍ ପୃଷ୍ଠ ପରି ଦୁର୍ବଳ ରାସ୍ତା ବ୍ୟାପକ ଭାବେ ନିର୍ମିତ ହୋଇଛି। ବର୍ଷା ସମୟରେ ଏହି ରାସ୍ତାରେ ଅତ୍ୟଧିକ ବର୍ଷାଜଳ ପ୍ରବାହିତ ହୁଏ, ଯାହା ଅନେକ ସହରରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି କରିଥାଏ।  ସହରାଞ୍ଚଳରେ ପାର୍କିଂ…

ଏକ୍ସପ୍ରେସ୍‌ ଟ୍ରେନ୍‌ ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ

ସୋର: ଏକ୍ସପ୍ରେସ୍‌ ଟ୍ରେନ୍‌ ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ । ରେଳ ଧାରଣାରେ ପଡ଼ିଛି ୨ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ । ବାହାନଗା ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଦୁର୍ଘଟଣା । ପୁରୀ-ହାୱଡ଼ା ଏକ୍ସପ୍ରେସ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଟ୍ରେନ୍‌ ଆସିବା ବେଳେ ଟ୍ରାକରେ…