କବାଡ଼ିଆ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ
ପୁରୀ: କୁମ୍ଭାରପଡା ଥାନା ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ। ଥାନା ନିକଟ ଆଲାମଚଣ୍ଡୀ ମନ୍ଦିର ପାଖରେ ଥିବା ଏକ କବାଡିଆ ଗୋଦାମରେ ଲାଗିଛି ନିଆଁ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ। ଏହି ଘଟଣାରେ ଧୂଆଁର ଧାର ଆକାଶ ଯାଏଁ ଲମ୍ବି ରହିଥିଲା ।
ଟାୟାର ଜଳିବାରୁ ନିଆଁ ଲାଗିଥିବା ଆଶଙ୍କା। ଅଗ୍ନିଶମ…