Latest Odisha News

BREAKING NEWS

ଖୁବଶୀଘ୍ର ଭାରତର ଆଣବିକ ଅସ୍ତ୍ରଶସ୍ତ୍ରରେ ସାମିଲ ହେବ ଅସ୍ତ୍ର ଏମକେ-୨, ଜାଣନ୍ତୁ କ’ଣ ରହିଛି ବିଶେଷତ୍ବ

ନୂଆଦିଲ୍ଲୀ: ଭାରତ ଖୁବଶୀଘ୍ର ବାୟୁସେନାରେ ଅସ୍ତ୍ର ଏମକେ-୨ ମିସାଇଲକୁ ଅନ୍ତର୍ଭୁକ୍ତ କରିବ । ଏହାକୁ ରାଫେଲ ଯୁଦ୍ଧ ବିମାନରେ ସ୍ଥାପନ କରାଯିବ । ଏହା ରଡାର ପରିବର୍ତ୍ତନ କରୁଥିବା ବିମାନକୁ ମଧ୍ୟ ଆକାଶରେ ନଷ୍ଟ କରିବାରେ ସକ୍ଷମ ହେବ । ଏହା ସହିତ ତେଜସ୍ ମାର୍କ ୧ଏ ଏବଂ ତେଜସ୍…

ଅନ୍ଧବିଶ୍ୱାସକୁ ରୋକିବା ପାଇଁ ତିଆରି ହେଲା କଠୋର ନିୟମ, ଜାଣନ୍ତୁ କେଉଁ ରାଜ୍ୟରେ ଅଧିକ ହୁଏ ବ୍ଲାକ୍ ମ୍ୟାଜିକ୍

ନୂଆଦିଲ୍ଲୀ: କଳା ଯାଦୁ ବା ଗୁଣିଗାରେଡ଼ିକୁ ରୋକିବା ପାଇଁ ଗୁଜୁରାଟ ସରକାର କଠୋର ନିୟମ ଆଣିଛନ୍ତି। ଗୁଜୁରାଟ ବିଧାନସଭାରେ ମନୁଷ୍ୟର ବଳିଦାନକୁ ରୋକିବାକୁ ଏକ ବିଲ୍ ପାରିତ ହୋଇଛି। ଏହି ବିଲ୍ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ଅମାନୁଷିକ କାର୍ଯ୍ୟ ବିରୁଦ୍ଧରେ କଠୋର ଦଣ୍ଡ ଏବଂ କଳା ଯାଦୁ…

ନିର୍ବାଚନ ଅନିୟମିତତା: ଧର୍ମେନ୍ଦ୍ର ପ୍ରଧାନଙ୍କୁ ହାଇକୋର୍ଟ ନୋଟିସ୍

ଭୁବନେଶ୍ୱର:ସମ୍ବଲପୁର ଲୋକସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହାଇକୋର୍ଟଙ୍କ ନୋଟିସ୍ l ସ୍ବାଧୀନ ପ୍ରାର୍ଥୀ ସୁବାସ ମହାପାତ୍ରଙ୍କ ଆବେଦନ ଆଧାରରେ ନୋଟିସ୍ ଜାରି କଲେ ହାଇକୋର୍ଟ l ଧର୍ମେନ୍ଦ୍ରଙ୍କ ନାଁରେ…

ରାଜ୍ୟରେ ବନ୍ଦ ହେବ ଡ୍ୟାନ୍ସ ବାର୍, ମୂଳରୁ ନାଶ ହେବ ଚୋରା ମଦ

ଭୁବନେଶ୍ବର: ଏଣିକି ରାଜ୍ୟରେ ଆଉ ଚାଲିବନି ଡ୍ୟାନ୍ସ ବାର୍ । ରାଜ୍ୟର ଯେଉଁ ଯେଉଁ ବାରରେ ଡ୍ୟାନ୍ସ କାର୍ଯ୍ୟକ୍ରମ ଚାଲିଛି ସେ ସବୁ ବନ୍ଦ ହେବ । ଏମିତି କିଛି ଆଜି ଗୃହରେ ଇଙ୍ଗିତ କରିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଗଞ୍ଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ପିଇ ୧୪ ଜଣ…

ୟୁକ୍ରେନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ‘ଭାରତ ମାତା କି ଜୟ’ ଧ୍ବନିରେ ପ୍ରକମ୍ପିତ କିଭ୍ ମାଟି 

ନୂଆଦିଲ୍ଲୀ: ଦୁଇଦିନିଆ ପୋଲାଣ୍ଡ ଗସ୍ତ ସାରି ଶୁକ୍ରବାର ସକାଳେ ୟୁକ୍ରେନର ସ୍ବତନ୍ତ୍ର ରେଳ ‘ରେଲଫୋର୍ସ ଓ୍ବାନ’ ଯୋଗେ ଯାଇ ୟୁକ୍ରେନର ରାଜଧାନୀ କିଭିରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୧୯୯୧ରେ ୟୁକ୍ରେନର ସ୍ୱାଧୀନତା ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ୟୁକ୍ରେନ ଗସ୍ତ।…

୨୪ଶହ ଡେଇଁଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଏବେ କାୟା ମେଲାଇଛି ଡେଙ୍ଗୁ । ଆଉ ବର୍ଷାଦିନ ହେଉଥିବାରୁ ସ୍ଥିତି ଅସମ୍ଭାଳ ହୋଇପଡିଛି । ସବୁଠୁ ଅଧିକ ଖୋର୍ଦ୍ଧା ଓ ସୁନ୍ଦରଗଡରେ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଡେଙ୍ଗୁ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, ଗତକାଲି…

ନଦୀକୁ ଖସିଲା ବସ, ୧୪ ଭାରତୀୟ ମୃତ

ନେପାଳ: ନେପାଳରେ ଅଘଟଣ ।  ୪୦ ଯାତ୍ରୀଙ୍କୁ ଧରି ଯାଉଥିବା ବସ୍‌ ନଦୀକୁ ଖସିପଡିଲା । ଫଳରେ ୧୪ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା । ଶୁକ୍ରବାର ପୋଖରାରୁ ନେପାଳ କାଠମାଣ୍ଡୁକୁ ଯାଉଥିବା ଏକ ଭାରତୀୟ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହାର ନମ୍ବର UP(ଉତ୍ତରପ୍ରଦେଶ)…

ଗିରଫ ହେଲେ ରେଞ୍ଜର ବାବୁ, ଫାର୍ମହାଉସରେ କରିଥିଲେ ମିନି ଚିଡିଆଖାନା

ଢେଙ୍କାନାଳ: ବନ୍ଧାହେଲେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହାସହିତ ବନ୍ୟଜନ୍ତୁଙ୍କୁ ବନ୍ଧୀ କରି ରଖିବା ପାଇଁ ମଧ୍ୟ ତାଙ୍କ ବିରୁଦ୍ଧରେ ଡବ୍ଲୁଏଲପି ଆକ୍ଟ, ୧୯୭୨ ଅନୁଯାୟର ମାମଲା ରୁଜୁ ହୋଇଛି ।…

ପୁଣି ୨ ଦିନିଆ ରିମାଣ୍ଡରେ ଗଲା ସିମ ବକ୍ସ ମାଫିଆ ରାଜୁ

ଭୁବନେଶ୍ବର: ସିମ୍ ବକ୍ସ କାରବାର ମାମଲାରେ ପୁଣି ରିମାଣ୍ଡରେ ଗଲା ଅଭିଯୁକ୍ତ ରାଜୁ ମଣ୍ଡଳ । ଆଉ ୨ ଦିନ ରିମାଣ୍ଡରେ ନେଇ ଜେରା କରିବ କମିଶନରେଟ ପୋଲିସ । ତେବେ ଏହି ରିମାଣ୍ଡ ପାଇଁ ୭ ଦିନ ଆବେଦନ କରିଥିଲେ ମଧ୍ୟ ପୋଲିସକୁ ୨ ଦିନ ଅନୁମତି ମିଳିଛି । ତେବେ ଖୋଲୁଛି ସିମ୍ ବକ୍ସ ମିଷ୍ଟ୍ରି…

କବାଡ଼ିଆ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ

ପୁରୀ: କୁମ୍ଭାରପଡା ଥାନା ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ। ଥାନା ନିକଟ ଆଲାମଚଣ୍ଡୀ ମନ୍ଦିର ପାଖରେ ଥିବା ଏକ କବାଡିଆ ଗୋଦାମରେ ଲାଗିଛି ନିଆଁ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ। ଏହି ଘଟଣାରେ ଧୂଆଁର ଧାର ଆକାଶ ଯାଏଁ ଲମ୍ବି ରହିଥିଲା । ଟାୟାର ଜଳିବାରୁ ନିଆଁ ଲାଗିଥିବା ଆଶଙ୍କା। ଅଗ୍ନିଶମ…