‘ତୃତୀୟ ଥର ପାଇଁ ୧୦୦ ଛୁଇଁପାରିଲାନି, ତଥାପି ବୟାନବାଜି’: ରାହୁଲଙ୍କୁ ଟାର୍ଗେଟ କରି କିଛି ଏମିତି କହିଲେ ମୋଦି
ନୂଆଦିଲ୍ଲୀ: ଚାଲିଛି ସଂସଦ । ଆଜି ସପ୍ତମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଅଭିଭାଷଣ ଆରମ୍ଭ ହେଉ ହେଉ ଚେଇଁ ଉଠିଥିଲେ ବିରୋଧୀ । ଲୋକସଭାରେ ବିରୋଧୀ ନେତା ହଲ୍ଲାବୋଲ ଆରମ୍ଭ…