ବଢ଼ିଲା ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି
ଭୁବନେଶ୍ୱର: ବଢ଼ିଲା +୨ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ଅବଧି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ନାମଲେଖା ଅବଧି ବୃଦ୍ଧି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ । ପୂର୍ବରୁ ଆବେଦନର ଶେଷ ତାରିଖ ଜୁଲାଇ ୬ ଥିଲା । ଏବେ ଏହାକୁ ବୃଦ୍ଧି କରି ଜୁଲାଇ ୧୨ କରାଯାଇଅଛି ।
ସୂଚନା ଅନୁଯାୟୀ…