ଆକ୍ସନ ମୋଡରେ ଭିଜିଲାନ୍ସ: ଗିରଫ ହେଲେ ଏସିଏସ୍ଓ ବାବୁ
କେନ୍ଦ୍ରାପଡା: ଗିରଫ ହେଲେ ଅତିରିକ୍ତ ଯୋଗାଣ ଅଧିକାରୀ (ଏସିଏସ୍ଓ) ପ୍ରଦୀପ କୁମାର ମହାପାତ୍ର । ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଆଜି ଗିରଫ କରିଛି ଭିଜିଲାନ୍ସ ।
କେନ୍ଦ୍ରାପଡା ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କ ଘରେ ଗତକାଲି ଭିଜିଲାନ୍ସ ଚଢାଉ କରି…