Latest Odisha News

BREAKING NEWS

ପେପର୍ ମିଲ୍‌ରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

ବଲାଙ୍ଗିର: ପେପର ମିଲରେ ଭୟାଭୟ ଅଗ୍ନିକାଣ୍ଡ। ଟିଟିଲାଗଡ଼ ନିକଟସ୍ଥ ଚୋରମରା ଗାଁରେ ଥିବା ମହାବୀର ପେପର ମିଲ୍‌ରେ ଭୟଙ୍କର ନିଆଁ ଲାଗିଥିବା ଜଣାପଡିଛି। ଏହି ଘଟଣାରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଥିବା ସୂଚନା। କୌଣସି ଏକ ରାସାୟନିକ ପଦାର୍ଥର ବିସ୍ଫୋରଣ ହେବା ଫଳରେ…

କବିତା ନିରଂତର : ଗାଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ଫଳବତୀ ଗଛ, ପୁଣି ଜଳବତୀ ନଈ ଶସ୍ୟବତୀ ଖେତ, ଆଉ ଦୁଗ୍‌ଧବତୀ ଗାଈ କାହିଁ ? ଏଠି ମୋଟେ ଦିଶୁନାହିଁ, ଶଗଡ଼ର ଭଂଗା ଚକ ନାହିଁ କାହିଁ ଲୋକବାକ ଘର ବାଟ ଶୂନ୍‌ଶାନ୍‌ ପାହାଂତିଆ ଆଲୁଅରେ ସବୁଆଡ଼ ଖାଲି ଖାଁ ଖାଁ ଏ କି…

ଆହୁରୀ ୨ ଦିନ ପ୍ରବଳ ବର୍ଷିବ, ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜି ବି ରାଜ୍ୟରେ ପ୍ରବଳ ବର୍ଷା ରହିଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ଯରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର…

ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ, ସମ୍ବର୍ଦ୍ଧନା ଉତ୍ସବରେ ହେବେ ସାମିଲ

ଭୁବନେଶ୍ୱର: ୩ ଦିନିଆ ନୂଆଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା ମଧ୍ୟ ଫେରିଛନ୍ତି। ଦିଲ୍ଲୀ ଗସ୍ତରେ ଯାଇ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ, ପ୍ରଧାନମନ୍ତ୍ରୀ…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୯)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ମାଓଲି ବସିଥିଲା ତାଙ୍କ ବସ୍ତିର ଅଗଣା ଆଗରେ । ଆକାଶରେ କେତେ ଚଢ଼େଇ... । କେଇଟା କାଉ ତାଙ୍କ ଘର ଆଗ ଦେଇ ଟଣାଯାଇଥିବା ଟିଣର ଛପର ଉପରେ ବସି ବୋବୋଉ ଥିଲେ ଅତି କର୍କଷ ଭାବରେ । ଗାଲରେ ହାତଦେଇ କଣ୍ଢେଇ ସହ ଖେଳୁଛି ତା'ର ସାନ ଭଉଣୀ…

ଆଜି ସରୁଛି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ, ଦାୟିତ୍ବ ନେବେ ଆହୁଜା

ଭୁବନେଶ୍ବର: ଆଜି ସରୁଛି ଓଡିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ । ଏହା ପରେ ନୂଆ ଶାସନ ସଚିବ ଭାବରେ ଦାୟିତ୍ବ ଗ୍ରହଣ କରିବେ ମୋନଜ ଆହୁଜା । ମନୋଜ ଆହୁଜାଙ୍କୁ ରାଜ୍ୟର ନୂତନ ଶାସନ ସଚିବ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ତେବେ ୨୦୨୩ ମାର୍ଚ୍ଚ ୧ ରେ ଓଡିଶା…

ଟି-୨୦ ବିଶ୍ୱକପ୍ ବିଜୟ: ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ଭାରତ ଟି-୨୦ କ୍ରିକେଟର ନୂଆ ଚାମ୍ପିୟନ ହୋଇଛି। ଭାରତୀୟ ଦଳ ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିଛି। ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ ହେବା ପରେ ବିଭିନ୍ନ ଦିଗକୁ ଟିମ୍ ଇଣ୍ଡିଆ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ…

ଜମି କେଳେଙ୍କାରୀ ନେଇ ମାରିକ୍- ନାଗେଶ୍ବର କଳି

ଭୁବନେଶ୍ବର: ସରକାରୀ ଜମି କେଳେଙ୍କାରୀକୁ ନେଇ ବଡ ଅଭିଯୋଗ । ଦୁଇ ଆଇପିଏସ୍ ଅଧିକାରୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ । ଏମ୍‌. ନାଗେଶ୍ୱର ରାଓ ବନାମ ସଂଜୀବ ମାରିକ । ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଏମ୍‌. ନାଗେଶ୍ୱର ରାଓଙ୍କ ଚାଞ୍ଚଲ୍ୟକର ବୟାନ ପରେ ସରଗରମ ଚର୍ଚ୍ଚା । ରାଜଧାନୀରେ ଜମି…

ତୃତୀୟ ପାଳିର ପ୍ରଥମ ‘ମନ କି ବାତ୍’

ନୂଆଦିଲ୍ଲୀ: ଆଜି ରେଡିଓରେ 'ମନ କି ବାତ୍' କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି । ତୃତୀୟ ଥର ଭାବେ ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ 'ମନ କି ବାତ୍' କାର୍ଯ୍ୟକ୍ରମ । ତେବେ ଦ୍ବିତୀୟ ପାଳିରେ ଶେଷ ଥର ପାଇଁ ଗତ ଫେବୃୟାରୀ ୨୫ ତାରିଖରେ ୧୧୦…

ଆଜି ସମ୍ବର୍ଦ୍ଧିତ ହେବେ ନବନିର୍ବାଚିତ ସାଂସଦ, ବିଧାୟକ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଚଳିତ ନିର୍ବାଚନରେ ବାଜି ମାରିନେଇଛି ବିଜେପି । ୨୪ ବର୍ଷର ସରକାରଙ୍କୁ ଗାଦିଚ୍ୟୁତ କରି ଓଡିଶା ଶାସନ ସମ୍ଭାଳିଛି ବିଜେପି । ଏହି ଅବସରରେ ଆଜି ନିଜର ନବ ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା ଦେବ ବିଜେପି। ଏଥିପାଇଁ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ସମ୍ବର୍ଦ୍ଧନା…