Latest Odisha News

BREAKING NEWS

ପୁଣି ବିରୋଧୀଙ୍କ ଗର୍ଜନ: ଓଡିଶା ସ୍ୱାର୍ଥକୁ ନେଇ ସାଲିସ କରାଯିବନି

ଭୁବନେଶ୍ବର: ବିରୋଧୀ ସିଟରେ ବସିବା ପରେ ଏବେ ପୂରା ଆକ୍ଟିଭ୍ ବିଜେଡି ସୁପ୍ରିମୋ ନବୀନ ଓ ତାଙ୍କ ଦଳୀୟ ନେତା । ବିରୋଧୀ ହୋଇ କ୍ରମାଗତ ଭାବେ ଶାସକଙ୍କୁ ଘେରିବାରେ ଲାଗିଛି ବିଜେଡି । ସେ ରାଜ୍ୟ ହେଉକି କେନ୍ଦ୍ର ଏବେ ସବୁଠି ବିଜେଡି ନିଜକୁ ଶକ୍ତିଶଳୀ ବିରୋଧୀ ଭାବେ ଛିଡାକରିବାକୁ ପ୍ରୟାସ…

ବଦଳିପାରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ପୁଣି ବଦଳିପାରେ ସ୍କୁଲ ୟୁନିଫର୍ମର ରଙ୍ଗ । ଏନେଇ ଆଜି ସଙ୍କେତ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ କେବଳ ହାଇସ୍କୁଲ ପିଲାଙ୍କ ଡ୍ରେସର ରଙ୍ଗରେ ପରିବର୍ତ୍ତନ କରାଯାଇପାରେ । ପ୍ରାଇମେରୀ ସ୍କୁଲ ପିଲାଙ୍କ ଡ୍ରେସ୍ ର ରଙ୍ଗ ଯେମିତି ଅଛି, ସେମିତି ହିଁ ରହିବ…

‘ରାଜ୍ୟରେ ଖୋଲିବ ୨୦୦ ଗୋଶାଳା, ଗୋଚାଲାଣ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ବର: ଗୋ-ସୁରକ୍ଷା ଓ ମାଛ ଚାଷ କୁ ନେଇ ବଡ ବୟାନ ଦେଲେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେ କହିଛନ୍ତି, ରାଜ୍ୟରେ ବୃଦ୍ଧି ପାଉଥିବା ଗୋଚାଲାଣକୁ ରୋକିବା ପାଇଁ ସ୍ୱତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି । ଗୋଚାଳାଣ କରୁଥିବା ବ୍ୟକ୍ତିଙ୍କ ଉପରେ କଡା…

ବଲ୍ଲେ ବଲ୍ଲେ ଢ଼ାବା ଓ ଲଜକୁ ସିଲ୍ ପରେ ଆଜି ଖାଲି ହେଉଛି ଢାବା

ଯାଜପୁର: ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପରେ ପ୍ରଣବ ବଳବନ୍ତରାୟଙ୍କ ପାଳି । ଧର୍ମଶାଳା ଭବନରେ ଥିବା ବଲ୍ଲେ ବଲ୍ଲେ ଢାବା ସିଲ୍ କରିବା ନିର୍ଦ୍ଦେଶ ପରେ ଢ଼ାବା କୁ ଖାଲି କରାଯାଉଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଙ୍କ ନିର୍ଦ୍ଦେଶ ପରେ ଢାବା ସିଲ କରିବାକୁ…

ଫାଇନାଲରେ ଟସ ହାରିବା ଟିମ ଥରେ ହୋଇଛି ଚାମ୍ପିୟନ

କିଙ୍ଗଷ୍ଟନ ଓଭାଲ: ଟି୨୦ ବିଶ୍ୱକପ କ୍ରିକେଟ ୨୦୨୪ର ଫାଇନାଲ ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଉଭୟ ଟିମ ଏଥର ଅପରାଜେୟ ଭାବେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ତେବେ ଟି୨୦ ବିଶ୍ୱକପ ଫାଇନାଲର ଟସକୁ ନେଇ ରୋଚକ ତଥ୍ୟ ସମ୍ମୁଖକୁ ଆସିଛି । ଟାଇଟଲ ମୁକାବିଲାରେ ଚେଜ କରିବା ଟିମ…

ଧାନ ମଣ୍ଡିରେ ଲାଗିବ ସିସିଟିଭି

ଭୁବନେଶ୍ବର: ରାଜ୍ୟର ସବୁ ଧାନ ମଣ୍ଡିରେ ଲାଗିବ ସିସି କ୍ୟାମେରା । ମଣ୍ଡିରେ ଦୁର୍ନୀତି ରୋକିବା ପାଇଁ କିଛି ଏମିତି ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।  ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଖାଲି ସେତିକି ନୁହେଁ,…

ନୂଆ ଆଇନରେ ଗରିବଙ୍କୁ ଆଶ୍ବସ୍ତି, ବିନା ଓକିଲରେ ମିଳିପାରିବ ଜାମିନ

ନୂଆଦିଲ୍ଲୀ: ଜୁଲାଇ ୧ ରେ ଲାଗୁ ହେବାକୁ ଯାଉଛି ତିନୋଟି ନୂଆ ଆଇନ । ଏହି ନୂଆ ଆଇନରେ ଗରିବଙ୍କୁ ମିଳିବ ଆଶ୍ବସ୍ତି । ଏବେ ବିନା ଓକିଲରେ ଜେଲରୁ ବାହାରି ପାରିବେ ଗରିବ ଲୋକେ । ତେବେ ବେଳେ ବେଳେ ଟଙ୍କା ଅଭାବରୁ ଜେଲରେ ରହିଥିବା ଗରିବ ଲୋକଟିଏ ନିଜର ପକ୍ଷ ପାଇଁ ଅର୍ଥାଭାବ କାରଣରୁ ଓକିଲ…

ମୁଖ୍ୟ ଶାସନ ସଚିବ ନିଯୁକ୍ତି: ଆଉ କେଉଁ ଅଣଓଡିଆ ଏହି ପଦରେ ବସିଥିଲେ?

ଭୁବନେଶ୍ୱର: ଆଇଏଏସ ମନୋଜ ଆହୁଜାଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା। ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ବିଜେପି ନିର୍ବାଚନ ଜିତିଲା କିନ୍ତୁ ଜଣେ ଅଣ ଓଡ଼ିଆଙ୍କୁ ମୁଖ୍ୟ ଶାସନ ସଚିବ ଆସନରେ ବସାଇବା ନେଇ ଚର୍ଚ୍ଚା ହେଉଛି। ନବୀନ ସରକାର ୨୪ ବର୍ଷ ରାଜ୍ୟରେ କ୍ଷମତା ରହିଲେ। କିନ୍ତୁ ଏହି…

ବିଦ୍ୟୁତ ତାର ସଂସ୍ପର୍ଶରେ ଶ୍ରମିକ ମୃତ

ବଲାଙ୍ଗୀର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗୀର ଜିଲ୍ଲୀ ଡୁଙ୍ଗରିପଡାର ଘଟଣା । ଗଛ କାଟୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ ଶ୍ରମିକ ଜଣଙ୍କ । ମୃତ ଶ୍ରମିକ ଜଣଙ୍କ ହେଲେ କାଲିଝରଣ ଗାଁର କୁମାର ହରପାଳ । ଖବର ମୁତାବକ,…

୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ, ଆଜି ଲାଗିହେବ ଓଷ

ପୁରୀ: ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡିତ ହୋଇ ଅଣସର ଘରେ ଅଛନ୍ତି ଚତୁର୍ଦ୍ଧାମୂରତୀ । ମହାପ୍ରଭୁଙ୍କ ଗୁପ୍ତସେବା କରୁଛନ୍ତି ଦଇତାପତି ସେବାୟତ । ଆଜି ଅଣସର ପିଣ୍ଡିରେ ଶ୍ରୀବିଗ୍ରହମାନଙ୍କୁ ଓଷ ବା ଓଷୁଅ ଲାଗି କରାଯିବ । ଗତକାଲି ପଞ୍ଚମ ଦିନରେ…