ଘରକୁ ବାହୁଡିଲେ ଅମିତ ରୋହିଦାସ: ମିଳିଲା ଭବ୍ୟ ସ୍ବାଗତ
ଭୁବନେଶ୍ବର: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତି ଘରକୁ ଫେରିଛନ୍ତି ହକି ତାରକା ତଥା ଓଡିଆ ମାଟିର ପୁଅ ଅମିତ ରୋହିତ ଦାସ । ଏହି ଅବସରରେ ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ପ୍ରଦାନ କରାଯାଇଛି । ବିମାନବନ୍ଦରରେ ବିଜେପି ବିଧାୟକ ବାବୁ ସିଂ, ଭାରତୀୟ…