Latest Odisha News

BREAKING NEWS

ଲୋକସଭାରେ କେଉଁ ଭାଷାରେ ଶପଥ ନେଲେ ଓଡିଶାର ବିଜେପି ସାଂସଦ ?

ଭୁବନେଶ୍ବର: ସଂସଦରେ ଶୁଭିଲା ଓଡିଆ ଅସ୍ମିତାର ସ୍ବର । ଜୟ ଜଗନ୍ନାଥ ଧ୍ବନିରେ କମ୍ପିଲା ଗୃହ । ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଥିବା ବେଳେ ରାଜ୍ୟର ସମସ୍ତ ସାଂସଦ ଓ ଦୁଇ କେନ୍ଦ୍ରମନ୍ତ୍ରୀ ଶପଥ ନେଇଛନ୍ତି । ତେବେ ଓଡିଆ ଅସ୍ମିତାକୁ ଗତ ନିର୍ବାଚନରେ ମୁଖ୍ୟ…

ଜେକେଏମସିଏଚ ଭିତ୍ତିଭୂମିର ଅନୁଧ୍ୟାନ କଲା ନ୍ୟାସନାଲ ମେଡିକାଲ କାଉନସିଲ

ଯାଜପୁର: ଯାଜପୁର ଯଯାତି କେଶରୀ ମେଡିକାଲ କଲେଜ ଏବଂ ହସ୍ପିଟାଲର ଭିତ୍ତିଭୂମି ଅନୁଧ୍ୟାନ କରିଛି ନ୍ୟାସନାଲ ମେଡିକାଲ କାଉନସିଲ। କାଉନସିଲର ୩ ଜଣିଆ ସ୍ୱତନ୍ତ୍ର ଟିମ ଜେକେଏମସିଏଚରେ ପହଞ୍ଚି ବିଭିନ୍ନ ଭିତ୍ତିଭୂମି ଯାଞ୍ଚ କରିଛନ୍ତି । ଚଳିତ ଶିକ୍ଷାବର୍ଷରୁ ଯଯାତି କେଶରୀ ମେଡିକାଲ କଲେଜରେ…

ବନ୍ଦ ହେବ ୧୯୪୭ ରେ ଖୋଲାଯାଇଥିବା କୋଲକାତାର ଐତିହାସିକ ବ୍ରିଟାନିଆ କାରଖାନା

କଲିକତା: ଦେଶର ସ୍ଵାଧୀନତା ସମୟରେ ୧୯୪୭ ରେ ଖୋଲା ଯାଇଥିବା ଏଫଏମସିଜି ସେକ୍ଟରର ସବୁଠାରୁ ବଡ କମ୍ପାନୀ ବ୍ରିଟାନିଆ ଏହାର ଗୋଟିଏ କାରଖାନା ବନ୍ଦ କରିବାକୁ ଯାଉଛି। ପଶ୍ଚିମବଙ୍ଗର କୋଲକାତାରେ ଅବସ୍ଥିତ ଏହି ଐତିହାସିକ କାରଖାନା ହେଉଛି ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ସର୍ବ ପୁରାତନ…

କ’ଣ ଲୁଚାଇବାକୁ ପ୍ରଣବ ପ୍ରକାଶ ଦାସଙ୍କ କ୍ବାର୍ଟର୍ସ ଭଙ୍ଗା ?

ଭୁବନେଶ୍ବର: ଭଙ୍ଗା ଚାଲିଛି ଭୁବନେଶ୍ବରରେ ଥିବା ବିଜେଡି ସାଂଗଠନିକ ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ। କୁହାଯାଉଛି, ଘରେ ରହିଥିଲା ବିଳାସମୟ କୋଠା। ଏପରିକି ପ୍ରଣବ ପ୍ରକାଶ ଦାସ ଏଠାରେ ଅଣ୍ଡରଗ୍ରାଉଣ୍ଡ ଘର ବି କୁଆଡେ ତୋଳିଥିଲେ । ତେବେ ବିଜେଡି…

ଲୋନ୍ ନେଇଛନ୍ତି କି? ଭଲ କରନ୍ତୁ କ୍ରେଡିଟ ସ୍କୋର

ନୂଆଦିଲ୍ଲୀ: ଆଜିକାଲି ସବୁ ଆୟ ବର୍ଗର ଲୋକ କୌଣସି ନା କୌଣସି କାମ ପାଇଁ ଋଣ ଆବଶ୍ୟକ କରନ୍ତି । ସମସ୍ତେ କିଛି ନା କିଛି ଋଣ କରିଥାଆନ୍ତି । ପିଲାଙ୍କ ପଢାପଢି ଖର୍ଚ୍ଚ , ଘର ନିର୍ମାଣ, କାର କିଣା, ନୂଆ ବ୍ୟବସାୟ ବା ଅନ୍ୟ କିଛି କରିବା ପାଇଁ ଦରକାର ପଡିଥାଏ ମୋଟା ପରିମାଣର ପୁଂଜି । ଏହି ପୁଂଜି…

ଆଫଗାନିସ୍ତାନ କ୍ରିକେଟ ଟିମ୍ ଲେଖିଲା ନୂଆ ଅଧ୍ୟାୟ

ନୂଆଦିଲ୍ଲୀ: ଦଶକ ଦଶକ ଧରି ଗୃହଯୁଦ୍ଧ ଓ ଅନ୍ୟ ସମସ୍ୟାରେ ଜର୍ଜରିତ ଆଫଗାନିସ୍ତାନର କ୍ରିକେଟ ଟିମ ଲେଖିଛି ନୂଆ ଅଧ୍ୟାୟ । ପ୍ରଥମ ଥର ପାଇଁ ଆଫଗାନିସ୍ତାନ ଟିମ୍ ଏକ ଆଇସିସି ବିଶ୍ୱକପ୍ ଟୁର୍ନାମେଂଟର ସେମିଫାଇନାଲରେ ପହଂଚିଛି । ରଚିଛି ନୂଆ ଇତିହାସ । ଚଳିତ ଟି-୨୦ ବିଶ୍ୱକପର ଶେଷ ସୁପର ଏଇଟ…

ବାଚସ୍ପତି ନିର୍ବାଚନକୁ ନେଇ କେ. ସୁରେଶଙ୍କ ନାମାଙ୍କନ ଉପରେ ଟିଏମସି ସାଂସଦ କଲେନାହିଁ ହସ୍ତାକ୍ଷର

ନୂଆଦିଲ୍ଲୀ: ଲୋକସଭାରେ ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି । ଏନଡିଏ ମେଣ୍ଟ ପକ୍ଷରୁ ପୁଣିଥରେ ଓମ ବିର୍ଲାଙ୍କୁ ଲୋକସଭାର ପ୍ରାର୍ଥୀ କରାଯାଇଛି । ସେହିପରି ଇଣ୍ଡିଆ ମେଣ୍ଟ ପକ୍ଷରୁ ୮ ଥର ସାଂସଦ ତଥା କେରଳ କଂଗ୍ରେସ ନେତା କେ. ସୁରେଶ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏନେଇ ଆଜି ଇଣ୍ଡିଆ…

ନିଟ୍ ଅନିୟମିତତା, ଜୁଲାଇ ୨ ପର୍ୟ୍ୟନ୍ତ ପୋଲିସ ହେପାଜତରେ ରହିବେ ସଞ୍ଜୟ ଯାଦବ

ମୁମ୍ବାଇ: ନିଟ୍ ପେପର ଲିକ୍ ଘଟଣାରେ ମହାରାଷ୍ଟ୍ରରୁ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି। ସେ ହେଉଛନ୍ତି ସଞ୍ଜୟ ଯାଦବ । ସଞ୍ଜୟଙ୍କୁ ଆଜି ଲାତୁର କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଜୁଲାଇ ୨ ପର୍ଯ୍ୟନ୍ତ ପୋଲିସ୍ ହେପାଜତକୁ…

ହୋମ୍‌ ଟିମକୁ ସୁହାଇନାହିଁ ଟି-୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପରୁ ବିଦାୟ ନେଇଛି ଆୟୋଜକ ୱେଷ୍ଟଇଣ୍ଡିଜ୍ ଟିମ୍ । ସୁପର ଏଇଟ୍ ପର୍ଯ୍ୟାୟରୁ ବିଦାୟ ନେଇଛି କାରିବିୟାନ ଟିମ୍ । କର ବା ମର ମ୍ୟାଚରେ ୨୦୧୨ ଓ ୨୦୧୬ ସଂସ୍କରଣର ଚାମ୍ପିଅନ ୱେଷ୍ଟଇଣ୍ଡିଜ ଦକ୍ଷିଣ ଆଫ୍ରିକାଠାରୁ ହାରି ଟୁର୍ଣ୍ଣାମେଂଟରୁ ବିଦାୟ ନେଇଛି ।…

ନବନିର୍ବାଚିତ ଲୋକସଭାର କ’ଣ ରହିଛି ବିଶେଷତ୍ୱ?

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପରେ ଗଠିତ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ନବନିର୍ବାଚିତ ଲୋକସଭାର କ’ଣ ସବୁ ରହିଛି ବିଶେଷତ୍ୱ? କିପରି ରହିଛି ପ୍ରୋଫାଇଲ୍ । ଆସନ୍ତୁ ନଜର ପକାଇବା । ପିଆରଏସ ଲେଜିସଲେଟିଭ ରିସର୍ଚ୍ଚ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁସାରେ ଏଥର…