ଡ୍ରେନରେ ପଡ଼ି ଶିଶୁ ମୃତ୍ୟୁ ଘଟଣା: ବିଏମସି କମିଶନରଙ୍କୁ ନୋଟିସ ଜାରି କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ
ଭୁବନେଶ୍ଵର: ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ରେ ଭାସିଯାଇ ନାବାଳକ ମୃତ୍ୟୁ ଘଟଣାରେ ଆକ୍ସନ ମୋଡରେ ସାଜ୍ୟ ସରକାର । ତୁରନ୍ତ ମୁକୁଳା ଡ୍ରେନ୍ ଉପରେ ସ୍ଲାବ ପକାଇବାକୁ ବିଏମସି କମିଶନରଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ସ୍ଲାବ୍ ପକେଇବା ସହ ଡ୍ରେନ୍ କଡ଼ରେ…