Nuapada Bypoll: ନୂଆପଡାରେ କାହା ନାଁରେ ମୋହର ମାରିବ ବିଜେପି?, କୋର ବୈଠକରେ ହୋଇପାରେ ନିଷ୍ପତ୍ତି…
ନୂଆପଡା: ଉପନିର୍ବାଚନ ପୂର୍ବରୁ ତୀବ୍ର ହୋଇଛି ରାଜନୈତିକ କସରତ । ନମେମ୍ବର ୧୧ରେ ମଇଦାନରେ ବାଜିମାତ୍ କରିବାକୁ ଚାଲିଛି ପ୍ରସ୍ତୁତି । ୩ ପ୍ରମୁଖ ଦଳ ନୂଆପଡା ଗଡ ନିଜ ନାଁରେ କରିବାକୁ ନିଜ ନିଜ ରଣନୀତି ପ୍ରସ୍ତୁତ କରିଛନ୍ତି । ଏହାରି ଭିତରେ କଂଗ୍ରେସ ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ…