Latest Odisha News

BREAKING NEWS

Leela Kshetra ‘Kankana Sikhari’:ନୂଆ ରୂପ ପାଇବ ଲୀଳାକ୍ଷେତ୍ର ‘କାଙ୍କଣଶିଖରୀ’

ବାଲୁଗାଁ: ନୂଆ ରୂପ ପାଇବ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଈରୀ ନିକଟସ୍ଥ ପ୍ରସିଦ୍ଧ କାଙ୍କଣଶିଖରୀ ।ଏ ନେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସ୍ଥାନ ପରିଦର୍ଶନ କରିଛନ୍ତି। ଏହାର ଚତୁଃପାର୍ଶ୍ୱର ବିକାଶ, ସୌନ୍ଦର୍ଯ୍ୟକରଣ ଏବଂ ଭକ୍ତମାନଙ୍କ ପାଇଁ ଉନ୍ନତ ସୁବିଧା ସମ୍ପର୍କରେ CSR…

ଆଇପିଏଲ ୨୦୨୭ରେ ବହୁତ କିଛି ନୂଆ ହୋଇପାରେ: ଯୁବରାଜ କୋଚ, ଦିଲ୍ଲୀକୁ ଫେରିବେ ପନ୍ତ

ନୂଆଦିଲ୍ଲୀ: ଟାଇମ୍ସ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆଇପିଏଲ ୨୦୨୭ରେ କେତେଗୁଡିଏ ବଡ ପରିବର୍ତନ ଦେଖିବାକୁ ମିଳିପାରେ । ଭାରତର ମହାନ ଖେଳାଳି ଯୁବରାଜ ସିଂ ଦିଲ୍ଲୀ କ୍ୟାପିଟାଲ୍ସର କୋଚ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ଫ୍ରାଂଚାଇଜ ସୌରଭ ଗାଙ୍ଗୁଲିଙ୍କ ଭୂମିକା ବଢ଼ାଇବା ସହିତ…

ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ହାଇଦ୍ରାବାଦ କୋର୍ଟଙ୍କ ସମନ, ଏହି ଦିନ କୋର୍ଟରେ ହେବେ ହାଜିର…

ହାଇଦ୍ରାବାଦ: ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ହାଇଦ୍ରାବାଦ କୋର୍ଟଙ୍କ ସମନ । ଆସନ୍ତା ୨୨ ତାରିଖରେ ହାଜର ହେବାକୁ ଅଲ୍ଲୁଙ୍କୁ ସମନ ଜାରି ହୋଇଛି । ହାଇଦ୍ରାବାଦରେ ଫିଲ୍ମ 'ପୁଷ୍ପା-୨'ର ପ୍ରିମିୟର ସୋ' ବେଳେ ଦଳାଚକଟା ହୋଇଥିଲା ଏଥିରେ ଜଣେ ମହିଳା ପ୍ରାଣ ହରାଇଥିଲେ । ଦଳାଚକଟା ମାମଲାରେ ସମନ…

ଜଗା ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଠକୁଥିବା ୧୧ ଦଲାଲ ଗିରଫ

ପୁରୀ: ନକଲି ଗୁମାସ୍ତା ସାଜି ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ଦର୍ଶନ କରାଇବା ପଡିଲା ମହଙ୍ଗା । ଶ୍ରଦ୍ଧାଳୁଙ୍କଠାରୁ ଜବରଦସ୍ତ ଟଙ୍କା ମାଗିବା, ଟଙ୍କା ନମିଳିବାରୁ ଗାଳିଗୁଲଜ କରିବା ଅଭିଯୋଗରେ ସିଂହଦ୍ୱାର ଥାନା ପୋଲିସ ୧୧ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରିଛି । ସିସିଟିଭି ଫୁଟେଜ…

ନିଟ୍‌ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରକୁ ଯିବାକୁ ରାଜଧାନୀର ଏହି ସ୍ଥାନରୁ ପାଇପାରିବେ ଦେୟମୁକ୍ତ ବସ୍‌ ସେବା

ଭୁବନେଶ୍ୱର: ଜୁନ୍ ୨୧ ତାରିଖରେ ଅନୁଷ୍ଠିତ ହେବ ନିଟ୍‌ ପରୀକ୍ଷା । ଭୁବନେଶ୍ୱରକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ବସ୍‌ସେବା ପ୍ରଦାନ କରାଯିବ । ଭୁବନେଶ୍ୱର ରେଳ ଷ୍ଟେସନ୍‌ (ମାଷ୍ଟରକ୍ୟାଣ୍ଟିନ୍‌), ବରମୁଣ୍ଡା ବସ୍‌ ଷ୍ଟାଣ୍ଡ, ଖୋର୍ଦ୍ଧା ରୋଡ୍‌…

Cobra Rescued from House: ଘରୁ ନାଗନାଗୁଣୀ ସହ ୨୭ ଛୁଆ ଉଦ୍ଧାର

ଭଦ୍ରକ: ହରିପୁର ପଞ୍ଚାୟତ ଭଟପୁର ଗାଁର ସନାତନ ବେହେରାଙ୍କ ଘରୁ ୨୭ଟି ସାପ ଛୁଆ ଉଦ୍ଧାର ହୋଇଛି । ୨୭ଟି ସାପ ଛୁଆ ସହ ଘରୁ ବାହାରିଲେ ନାଗ, ନାଗୁଣୀ । ସୂଚନାଥାଉକି, ସନ୍ଧ୍ୟା ସମୟରେ ସାପ ଗର୍ଜନ ଶୁଣିବାକୁ ପାଇଥିଲେ ଘର ଲୋକେ। ଏହା ପରେ ସେମାନେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସାପ…

ବିଶ୍ୱବିଦ୍ୟାଳୟରେ ପ୍ରୁଫ୍-ସଂଶୋଧନ ପାଠ୍ୟକ୍ରମ ଖୋଲିବାକୁ ଦାବି

କଟକ: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷାରେ ପ୍ରୁଫ୍-ସଂଶୋଧନ ପାଠ୍ୟକ୍ରମ ଖୋଲିବା ପାଇଁ ଦାବି ହୋଇଛି । ବିଗତ ଦୁଇ ବର୍ଷ ଧରି ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକଙ୍କୁ ପୁରସ୍କୃତ କରିଆସୁଥିବା ଅଧ୍ୟାପିକା ନୀହାରିକା ଦାସ ସ୍ମୃତି ନ୍ୟାସ ପକ୍ଷରୁ ଏହି ଦାବି କରାଯାଇଛି । ନ୍ୟାସର ଆବାହକ…

ଲେବାନନ ଉପରେ ଇସ୍ରାଏଲର ବଡ ଧରଣର ଆକ୍ରମଣ; ୧୮ ମୃତ, ଅନେକ ଆହତ

ନୂଆଦିଲ୍ଲୀ: ଇସ୍ରାଏଲ ପକ୍ଷରୁ ଲେବାନନ ଉପରେ କରାଯାଇଥିବା ଭୟାବହ ଏୟାରଷ୍ଟ୍ରାଇକରେ ଅତିକମରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି । ସେହିପରି, ହିଜବୁଲ୍ଲାର ଆକ୍ରମଣରେ ଇସ୍ରାଏଲର ୪ ଜଣ ସୈନିକ ପ୍ରାଣ ହରାଇଛନ୍ତି । ଇସ୍ରାଏଲ ସେନାର ନର୍ଦ୍ଦନ କମାଣ୍ଡ ମୁଖ୍ୟ ମେଜର…

ମୁହଁରେ ସ୍ପ୍ରେ କରି ସୁନା ଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

କେନ୍ଦୁଝର:କେନ୍ଦୁଝର ଟାଉନ ଥାନା ମାଇନିଂ ରୋଡ୍ ରେ ଦିନ ଦ୍ୱିପ୍ରହରରେ ଲୁଟ୍ । ଆଜି ଦ୍ୱିପ୍ରହରରେ ମାଇନିଂ ରୋଡରୁ ମହିଳାଙ୍କ ବେକରୁ ଦେଢ଼ ଭରିର ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ମହିଳାଙ୍କ ମୁହଁରେ ତୈଳ ପଦାର୍ଥ ସ୍ପ୍ରେ କରି ଲୁଟ୍‌ କରିଥିବା ସୂଚନା ରହିଛି । ଦୁଇ ଜଣ ଅଜଣା…

୮୬୩ ଏକରରେ ହେବ ୩ ନୂଆ ଟିପି ସ୍କିମ୍

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ‘ସମୃଦ୍ଧ ସହର’ ପଦକ୍ଷେପ ଅଧୀନରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ ) ସାଧାରଣ ଲୋକଙ୍କ ପାଇଁ ଆଉ ତିନୋଟି ନୂଆ ସହର ପରିକଳ୍ପନା ଯୋଜନା (ଟିପି ସ୍କିମ୍) ୫, ୬ ଏବଂ ୦୭/୨୦୨୬ ତିଆରି କରିବାକୁ ଘୋଷଣା କରିଛି। ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ,…