ବଦଳିବ ରୂପରେଖ, ପୁରୁଣା ସମ୍ମାନ ଫେରିପାଇବ ନାଳନ୍ଦା ବିଶ୍ବବିଦ୍ୟାଳୟ
ରାଜଗିରି: ନୂଆ ରୂପ ପାଇବାକୁ ଯାଉଛି ଐତିହ୍ୟ ନାଳନ୍ଦା । ଫରିବାକୁ ଯାଉଛି ପୁରୁଣା ଦିନ । ପୁଣି ବିଷ୍ବରେ ଝଲସିବ ନାଳନ୍ଦାର କିର୍ତ୍ତୀ । ବୁଧବାର ବିହାରର ରାଜଗିରର ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ…