Latest Odisha News

BREAKING NEWS

ଅଚାନକ ମୋଦିଙ୍କ ହାତ ଧରିପକାଇ କ’ଣ ଦେଖିଲେ ନୀତିଶ, ଭିଡିଓ ଭାଇରାଲ

ପାଟନା: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ରାଜଗିରରେ ଥିବା ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣରେ ପ୍ରାଚୀନ ନାଲନ୍ଦା ବିଶ୍ୱବିଦ୍ୟାଳୟର ବିନାଶକୁ ମନେ ପକାଇ କହିଛନ୍ତି ଯେ ନିଆଁ ବହି ପୋଡିପାରେ, କିନ୍ତୁ…

ସ୍ବାସ୍ଥ୍ୟ ବିଭାଗର ଅବହେଳା; ଡିପଥେରିଆରେ ଗଲା ୫ ଜୀବନ

ରାୟଗଡା: ବଡ ଭୁଲ୍ କରିଛି ସ୍ବାସ୍ଥ୍ୟ ବିଭାଗ । ୪ ବର୍ଷ ହେଲା ହୋଇନି ଟିକାକରଣ । ଯେଉଁ କାରଣରୁ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ବ୍ୟାପିବାରେ ଲାଗିଛି ରୋଗ। ବିଶେଷକରି କାଶୀପୁର, କଲ୍ୟାଣସିଂହପୁର, ଗୁଡ଼ାରୀ ଓ ଚନ୍ଦ୍ରପୁର ବ୍ଲକରେ ସବୁବେଳେ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି ଲୋକେ ।…

ଅଧିନାୟକ ପଦ, ସେଂଟ୍ରାଲ କଂଟ୍ରାକ୍ଟରୁ ଓହରିଲେ କେନ ୱିଲିୟମସନ

ଫ୍ଲୋରିଡା: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ନ୍ୟୁଜିଲାଣ୍ଡ ସୁପର ଏଇଟ ପର୍ଯ୍ୟାୟକୁ ଉନ୍ନୀତ ହେବାରେ ବିଫଳ ହୋଇଛି । ଏବେ କେନ ୱିଲିୟମସନ ଅଧିନାୟକ ପଦ ଓ ସେଂଟ୍ରାଲ କଂଟ୍ରାକ୍ଟରୁ ଓହରି ଯାଇଛନ୍ତି । ସେ ୩ଟି ଯାକ ଫର୍ମାଟରେ ଖେଳିବା ଜାରୀ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ଆଗାମୀ ସମର…

ଆଜିଠୁ ୨୦ ଯାଏଁ ପ୍ରବଳ ବର୍ଷା;୨୪ଘଣ୍ଟା ମଧ୍ୟରେ ୧୫ ଜିଲ୍ଲା ପାଇଁ ସତର୍କ ଘଣ୍ଟି

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ମଧ୍ୟରେ ଆସିଛି ଆଶ୍ବସ୍ତି କଲାପରି ଖବର । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିଛି । ଫଳରେ ରାଜ୍ୟରେ ଆଜିଠୁ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାତି କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ…

ଡ୍ରେନ୍ ଯନ୍ତ୍ରଣା; ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ବର: ଦିନକୁ ଦିନ ବଢିଚାଲିଛି ଡ୍ରେନ୍ ସମସ୍ୟା । କେଉଁଠି ମୁକୁଳା ତ ଆଉ କେଉଁଠି ଧସେଇ ପଡିଲାଣି ମାଟି । ଆଉ ବର୍ଷା ଦିନ ଆସିଲେ ତ କଥା ସରିଲା । ଜଳମୟ ରାସ୍ତାରେ ଡ୍ରେନ୍ ଚିହ୍ନିବା ଅସମ୍ଭବ । ଯେଉଁଥିରେ ପ୍ରତିବର୍ଷ ଲୋକଙ୍କ ମୃତ୍ୟୁ ହେଉଛି । ଏହି ସମସ୍ୟାର ଅଧିକ ସମ୍ମୁଖୀନ…

ବିଧାନସଭା ନିର୍ବାଚନ: ତିନି ପ୍ରମୁଖ ଦଳକୁ କନ୍ଦାଇଦେଲେ ସ୍ବାଧୀନ ପ୍ରାର୍ଥୀ

ଭୁବନେଶ୍ବର : ନା କୌଣସି ଦଳର ଟିକେଟ୍ ନା ପାର୍ଟି ଫଣ୍ଡିଂ। ମଇଦାନରେ ରାଜ୍ୟର ତିନି ପ୍ରମୁଖ ଦଳଙ୍କୁ ସିଧା ଟକ୍କର । ଦଳୀୟ ସଂଗଠନ ନାହିଁ କି ପ୍ରଚାର ମଇଦାନରେ ନାହାନ୍ତି ଷ୍ଟାର ପ୍ରଚାରକ । ନିଜେ ହିଁ ପ୍ରାର୍ଥୀ ନିଜେ ହିଁ କ୍ୟାମ୍ପେନର । ତଥାପି ବଡ଼ ରାଜନୈତିକ ଦଳର ପ୍ରାର୍ଥୀଙ୍କ ଉପରେ…

ସେପଟେ କର୍ଫ୍ୟୁ, ଏପଟେ ମହଙ୍ଗା ମାଡ଼, ଆକାଶ ଛୁଆଁ ପରିବା ଦର

ଭୁବନେଶ୍ବର: ଅମଳ ସମୟରେ ଆକାଶଛୁଆଁ ପରିବା ଦର । ଯେଉଁ ପରିବା କିଣିଲେ କିଲୋପ୍ରତି ୪୦ ଟଙ୍କାରୁ କମ ନାହିଁ । ସ୍ଥିତି ଏମିତିକି ହୋଇଛି ଯେ, ଜଣେ ସାଧାରଣ ଲୋକ ପକ୍ଷେ ପରିବା କିଣିବା କଷ୍ଟକର ହୋଇପଡିଲାଣି । ଯେଉଁ ପରିବା ଦର ଗତମାସ ସୁଦ୍ଧା ସ୍ୱାଭାବିକ ରହିଥିଲା, ତାହା ଏବେ ବୃଦ୍ଧି ପାଇଛି ।…

ସୋନାକ୍ଷୀଙ୍କ ବାହାଘର, ‘ଖାମୋସ’ ଶତ୍ରୁଘ୍ନ !

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ୍ ଶୀଘ୍ର ବୟଫ୍ରେଣ୍ଡ ଜହିର ଇକବାଲଙ୍କୁ ବିବାହ କରିବାକୁ ଯାଉଛନ୍ତି । କୁହାଯାଉଛି, ସୋନାକ୍ଷୀଙ୍କ ବିବାହକୁ ନେଇ ଖୁସି ନାହାନ୍ତି ବାପା ଶତ୍ରୁଘ୍ନ ସିହ୍ନା ଓ ପରିବାର। କାହିଁକି ଶତ୍ରୁଘ୍ନ ଖୁସି ନାହାନ୍ତି, ଏନେଇ ସ୍ପଷ୍ଟ ସୂଚନା…

ଆଇସକ୍ରିମରୁ କଟା ଆଙ୍ଗୁଠି ବାହାରିବା ମାମଲା, ବଡ ଖୁଲାସା କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଆଇସକ୍ରିମରୁ ମଣିଷର କଟା ଆଙ୍ଗୁଠି ବାହାରିବା ଘଟଣାରେ ପୋଲିସ ହାତରେ ଲାଗିଛି ବଡ ତଥ୍ୟ। ଆଙ୍ଗୁଠିଟି କାହାର ସେନେଇ ସ୍ପଷ୍ଟ କରିଛି ମୁମ୍ବାଇ ପୋଲିସ । ତେବେ ଏନେଇ କୌଣସି ସଠିକ୍ ପ୍ରମାଣ ମିଳିନଥିବା ବେଳେ ଡିଏନଏ ଟେଷ୍ଟ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛି ମୁମ୍ବାଇ…

ମହାନଦୀ ପ୍ରସଙ୍ଗ ଉଠାଇ ମୋହନ ସରକାର ଆଗରେ ବଡ ଆହ୍ବାନ ରଖିଲା ବିଜେଡି ଓ କଂଗ୍ରେସ

ଭୁବନେଶ୍ବର: ପୁଣି ତେଜିଲା ମହାନଦୀ ବିବାଦ । ବିଜେପି ସରକାରକୁ ଆସିବା ପରେ ମହାନଦୀ ପାଣି ପ୍ରସଙ୍ଗକୁ ତେଜି ବିରୋଧୀଙ୍କ ଆରମ୍ଭ ହୋଇଛି ବୟାନ ବାଜି ।  ଧିରେ ଧିରେ ଶୁଖିଯିବାକୁ ବସିଲାଣି ମହାନଦୀ ପାଣି । ସେହି ପୁରୁଣା ପ୍ରସଙ୍ଗ ଉଠାଇ ନୂଆ ସରକାରଙ୍କୁ ଆହ୍ବାନ ଦେଇଛନ୍ତି ବିରୋଧୀ ।…