ମୁହଁରୁ ଛାଡୁନି ଲାଞ୍ଚ ନିଶା, ପୁଣିଥରେ ଭିଜିଲାନ୍ସ ହାତରେ ଆରଆଇ ମନୋଜ ମହାନନ୍ଦ
ସମ୍ବଲପୁର: ମୁହଁରୁ ଛାଡୁନି ଲାଞ୍ଚ ନିଶା। ଦ୍ବିତୀୟ ଥର ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ ରାଜସ୍ବ ନିରୀକ୍ଷକ । ଭିଜିଲାନ୍ସ ହାତରେ ନାକଟିଦେଉଳ ତହସିଲ୍ ଡାଇଁଚ ଆରଆଇ ମନୋଜ ମହାନନ୍ଦ। ମ୍ୟୁଟେସନ୍ ରିପୋର୍ଟ ତହସିଲଦାରଙ୍କୁ ପଠାଇବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…