ଘଟିଯାଇଥାନ୍ତା ବଡ ଅଘଟଣ, ରକ୍ଷା କଲେ ବାବା କେଦାରନାଥ
ରୁଦ୍ରପ୍ରୟାଗ: ଚାଲିଛି ଚାରିଧାମ ଯାତ୍ରା । ଚାରିଆଡୁ ଛୁଟୁଛି ଭକ୍ତଙ୍କ ସୁଅ । ଏଥିପାଇଁ ଭକ୍ତଙ୍କ ସହଜ ସୁବିଧା ଯାତ୍ରା ନିମନ୍ତେ ବିମାନ ସେବା ମଧ୍ୟ ଯୋଗାଇ ଦିଆଯାଇଛି । ଆଜି ବିମାନ ଯୋଗେ କିଛି ଭକ୍ତ ବାବା କେଦାରନାଥଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଘଟିଛି ଏକ ବଡ ଅଘଟଣ ।…