ଆଳିରେ ମୋଦିଙ୍କ ଗ୍ୟାରେଣ୍ଟିକୁ କଡା ସମାଲୋଚନା କଲେ ପାଣ୍ଡିଆନ; କହିଲେ, ସବୁ ପ୍ରତିଶୃତି ମିଛ
କେନ୍ଦ୍ରାପଡା: ବିଜେପି କହୁଛି ମାଆ ମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭାଉଚର ଦେବ । କେବଳ ଓଡିଶାର ମାଆ ମାନଙ୍କ ପାଇଁ ଦରକାର ୧ ଲକ୍ଷ କୋଟି, ସାରା ଭାରତ ପାଇଁ ୩୦ ଲକ୍ଷ କୋଟି । ଭାରତର ବଜେଟ୍ ୨୦ ଲକ୍ଷ କୋଟି – ଏ ପ୍ରତିଶୃତି କେବଳ ମିଛ, ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି…