କୁଏତରେ ଭୟଙ୍କର ଅଗ୍ନିକାଣ୍ଡ, ୪୦ ଭାରତୀୟ ଶ୍ରମିକ ମୃତ
ନୂଆଦିଲ୍ଲୀ: କୁଏତ ଦକ୍ଷୀଣ ମଂଗାଫର ଏକ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୪୦ ଜଣ ଭାରତୀୟ ପ୍ରାଣ ହରାଇଥିବା ବେଳେ ୩୦ ଜଣ ଭାରତୀୟ ଆହତ ହୋଇଥିବା ସୂଚନା ମିଳିଛି । କୁଏତର ଏହି କୋଠାରେ ଭାରତୀୟ କର୍ମଚାରୀଙ୍କ ସହ ବିଭିନ୍ନ ଦେଶର କର୍ମଚାରୀ ମାନେ ମଧ୍ୟ କାମ କରୁଥିଲେ ।
ସୂଚନା ଅନୁସାରେ,…